Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ବିମାନବନ୍ଦରରେ ଏୟାର ଷ୍ଟ୍ରାଇକ୍, ଜଣେ କମାଣ୍ଡର ସମେତ ୮ମୃତ

3/01/2020 at 10:52 AM

ବାଗଦାଦ ୦୩।୦୧: ଇରାକର ରାଜଧାନୀ ବାଗଦାଦ ସ୍ଥିତ ବିମାନବନ୍ଦରରେ ଯୁକ୍ତରାଷ୍ଟ୍ର ଆମେରିକାର  ରକେଟ୍‌ ମାଡ । ଆମେରିକା ପକ୍ଷରୁ ହୋଇଥିବା ଏହି ଆକ୍ରମଣରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି । ଆକ୍ରମଣରେ ଇରାକର ପାଓ୍ବାରଫୁଲ କମାଣ୍ଡର କାସିମ ସୋଲେମାନିଙ୍କ ମୃତ୍ୟୁ ହୋଇଛି ଏନଇ ଆମେରିକା ରାଷ୍ଟ୍ରପତି ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଇରାକ ବାଗଦାଦ ସ୍ଥିତ ବିମାନବନ୍ଦରେ ଆମେରିକା ରକେଟ ମାଡ କରିବା ଦ୍ବାରା ୮ଜଣଙ୍କୁ ମୃତ୍ୟୁ ହୋଇଥିବା ସହ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବିମାନ ବନ୍ଦରରେ ଏକକାଳୀନ ତିନୋଟି ରକେଟ ମାଡ କରାଯିବା ସହ ବିମାନ ବନ୍ଦର ନିକଟରେ ଥିବା ଏକ ଦୁଇଟି କାରୁ ରକେଟ ମାଡ କରାଯାଇ ବିସ୍ଫୋରଣରେ ଉଡାଇ ଦିଆଯାଇଛି ।  କିଛିଦିନ ପୂର୍ବରୁ ଇରାକ ସ୍ଥିତ ଆମେରିକାର ଦୂତାବାସ ଆକ୍ରମଣ କରାଯାଇଥିଲା । ଯାହାର ପ୍ରତି ଜବାବରେ ଆମେରିକା ଏପରି ଏୟାର ଷ୍ଟାଇକ୍ କରିଥିବା  କରିଥିବା ସନ୍ଦେହ କରାଯାଉଛି ।

   Related Posts