ବିମାନବନ୍ଦରରେ ଏୟାର ଷ୍ଟ୍ରାଇକ୍, ଜଣେ କମାଣ୍ଡର ସମେତ ୮ମୃତ

Published By : Prameya-News7 Bureau | January 03, 2020 IST

ବାଗଦାଦ ୦୩।୦୧: ଇରାକର ରାଜଧାନୀ ବାଗଦାଦ ସ୍ଥିତ ବିମାନବନ୍ଦରରେ ଯୁକ୍ତରାଷ୍ଟ୍ର ଆମେରିକାର  ରକେଟ୍‌ ମାଡ । ଆମେରିକା ପକ୍ଷରୁ ହୋଇଥିବା ଏହି ଆକ୍ରମଣରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି । ଆକ୍ରମଣରେ ଇରାକର ପାଓ୍ବାରଫୁଲ କମାଣ୍ଡର କାସିମ ସୋଲେମାନିଙ୍କ ମୃତ୍ୟୁ ହୋଇଛି ଏନଇ ଆମେରିକା ରାଷ୍ଟ୍ରପତି ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

{"id":206111,"sizeSlug":"large"}

ସୂଚନାଯୋଗ୍ୟ ଯେ, ଇରାକ ବାଗଦାଦ ସ୍ଥିତ ବିମାନବନ୍ଦରେ ଆମେରିକା ରକେଟ ମାଡ କରିବା ଦ୍ବାରା ୮ଜଣଙ୍କୁ ମୃତ୍ୟୁ ହୋଇଥିବା ସହ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବିମାନ ବନ୍ଦରରେ ଏକକାଳୀନ ତିନୋଟି ରକେଟ ମାଡ କରାଯିବା ସହ ବିମାନ ବନ୍ଦର ନିକଟରେ ଥିବା ଏକ ଦୁଇଟି କାରୁ ରକେଟ ମାଡ କରାଯାଇ ବିସ୍ଫୋରଣରେ ଉଡାଇ ଦିଆଯାଇଛି ।  କିଛିଦିନ ପୂର୍ବରୁ ଇରାକ ସ୍ଥିତ ଆମେରିକାର ଦୂତାବାସ ଆକ୍ରମଣ କରାଯାଇଥିଲା । ଯାହାର ପ୍ରତି ଜବାବରେ ଆମେରିକା ଏପରି ଏୟାର ଷ୍ଟାଇକ୍ କରିଥିବା  କରିଥିବା ସନ୍ଦେହ କରାଯାଉଛି ।

wp:core-embed/twitter {"url":"https://twitter.com/ANI/status/1212934874320883712","type":"rich","providerNameSlug":"twitter","className":""}
https://twitter.com/ANI/status/1212934874320883712
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.