ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ-ବାଇଡେନ ଆଲୋଚନା : ଭାରତର କରୋନା ମୁକାବିଲାକୁ ପ୍ରଶଂସା କଲେ ୟୁଏସ ରାଷ୍ଟ୍ରପତି
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୭୫ କରୋନା ପଜିଟିଭ୍
  • ||
  • ମଙ୍ଗଳବାରଠୁ ଗ୍ରାଁପ୍ରି-୪ : ଇଭେଣ୍ଟରେ ଭାଗନେବେ ବିଭିନ୍ନ ରାଜ୍ୟର ଖେଳାଳି
  • ||
  • ହରିଦ୍ୱାରରେ ଅସ୍ଥି ବିସର୍ଜନ କରି ଫେରୁଥିଲେ, ରାସ୍ତାରେ ଧକ୍କା ଦେଲା ଟ୍ରକ୍ : ୬ ମୃତ
  • ||
  • ଗଛରେ ପିଟିହେଲା କାର, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ
  • ||
  • ଶିଖର ଧାଓ୍ୱନଙ୍କୁ ଦଳରେ ମିଳିଲାନି ଜାଗା : ପ୍ରଶ୍ନ ଉଠାଇଲେ ସୁରେଶ ରାଇନା
  • ||
  • ମଙ୍ଗଳବାର କ୍ୱାଡ୍ ସମ୍ମିଳନୀ : ୩ ବିଶ୍ୱନେତାଙ୍କ ସହ ଆଲୋଚନା କରିବେ ମୋଦୀ
  • ||
  • ରାଜ୍ୟରେ କମିବ ତାତି, ଭିଜାଇବ କାଳବୈଶାଖୀ ବର୍ଷା
  • ||

ପାରାଦୀପରେ ଆଠମାସର ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

4/11/2018 at 12:06 PM

ପାରାଦୀପ ଉପକଣ୍ଠ ପାରାଦୀପ ଗଡ଼ ନିକଟରେ ଅଘଟଣ ଘଟିଛି । ଜଣେ ଆଠମାସର ଗର୍ମୄଭବତୀ ମହିଳାଙ୍କ ସନ୍ଦେହନଜକ ମୃତ୍ୟୁ ହୋଇଛି।  ମହିଳାଙ୍କ  ପରିଚୟ ସୁଚିତ୍ରା ସାହୁ । ତାଙ୍କ ଘର ତିର୍ତୋଲ ଵ୍ଲକ ମୁଳିସିଂ । ପରିଵାର ଲୋକେ  ହତ୍ୟା ଅଭିଯୋଗ କରିଛନ୍ତି । ସ୍ବାମୀ ବିଶ୍ବଜିତ୍ ସାହୁଙ୍କୁ ପାରାଦୀପ ଲକ୍ ଥାନାରେ ଅଟକ କରାଯାଇଛି।

   Related Posts