ପାରାଦୀପରେ ଆଠମାସର ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

Published By : Prameya-News7 Bureau | November 04, 2018 IST

ପାରାଦୀପ ଉପକଣ୍ଠ ପାରାଦୀପ ଗଡ଼ ନିକଟରେ ଅଘଟଣ ଘଟିଛି । ଜଣେ ଆଠମାସର ଗର୍ମୄଭବତୀ ମହିଳାଙ୍କ ସନ୍ଦେହନଜକ ମୃତ୍ୟୁ ହୋଇଛି।  ମହିଳାଙ୍କ  ପରିଚୟ ସୁଚିତ୍ରା ସାହୁ । ତାଙ୍କ ଘର ତିର୍ତୋଲ ଵ୍ଲକ ମୁଳିସିଂ । ପରିଵାର ଲୋକେ  ହତ୍ୟା ଅଭିଯୋଗ କରିଛନ୍ତି । ସ୍ବାମୀ ବିଶ୍ବଜିତ୍ ସାହୁଙ୍କୁ ପାରାଦୀପ ଲକ୍ ଥାନାରେ ଅଟକ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.