୮୪ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
6/12/2019 at 1:49 PM

ଭଦ୍ରକ ୦୬।୧୨: କଟକ ଅବକାରୀ ଫ୍ଲାଇଁ ସ୍କ୍ୱାର୍ଡ ଓ ଭଦ୍ରକ ଅବକାରୀ ବିଭାଗ ର ମିଳିତ ଉଦ୍ୟମରେ ଭଦ୍ରକ ଜିଲ୍ଲା ତିହିଡି ଥାନା ସଦାନନ୍ଦପୁରରୁ ୮୪ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୮ ଲକ୍ଷ ୪୦ ହଜାର । ଘଟଣାରେ ଜଣକୁ ଗିରଫ କରିଛି କଟକ ଅବକାରୀ ଫ୍ଲାଇଁ ସ୍କ୍ୱାର୍ଡ । ଅଭିଯୁକ୍ତ ହେଲେ ତିହିଡି ଥାନା ସଦାନନ୍ଦପୁରର ଚନ୍ଦନ କୁମାର ପାଢ଼ୀ ।
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021