ବି-ଟେକ୍ ଛାତ୍ରଙ୍କ ବ୍ରାଉନସୁଗାର ବେପାର ; ସାଲିଆ ସାହିରୁ ୮୩ଗ୍ରାମ ବ୍ରାଉନସୁଗାର ସହ ଜଣେ ଗିରଫ

Published By : Prameya-News7 Bureau | February 13, 2019 IST

ଭୁବନେଶ୍ବର ୧୩|୨:  ପୁଣି ରାଜଧାନୀରୁ ବ୍ରାଉନସୁଗାର ଜବତ ହୋଇଛି । ଇଞ୍ଜିନିୟରିଂ ପାସ୍ ଛାତ୍ରଙ୍କଠାରୁ ବ୍ରାଉନସୁଗାର ଜବତ ହୋଇଛି । ଛାତ୍ର ଜଣଙ୍କ ହେଲେ ବେଗୁନିଆ ନୂଆ ସାହିର ପ୍ରୀତିଶ ପଟ୍ଟନାୟକ । ୮୩ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା ହେବ । ଭୁବନେଶ୍ବର ସାଲିଆ ସାହିରୁ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.