ବେଆଇନ ମୁରୁମ ଚାଲାଣ ଅଭିଯୋଗ, ୮୦ ହଜାର ଜରିମାନା କାଟିଲା ପ୍ରଶାସନ

Published By : Prameya-News7 Bureau | November 30, 2021 IST


ଜି. ଉଦୟଗିରି, ୩୦।୧୧: ଜି. ଉଦୟଗିରି ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ପଡିଆରୁ ଅବାଧ ମୁରୁମ ଚାଲାଣ ହେଉଥିବା ବେଳେ ଆଜି ଜି. ଉଦୟଗିରି ତହସିଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ୫ ଟି ଟ୍ରାକ୍ଟର, ୧ ଟି ହାଇୱା, ୧ ଟି ଜେସିବି ନିୟୋଜିତ ଥିବା ବେଳେ ସେଗୁଡିକୁ ଅଟକ ରଖି ଯାଞ୍ଚ କରାଯାଇଥିବା ବେଳେ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.