ଇନଷ୍ଟାଗ୍ରାମରେ ହିନା ଖାନଙ୍କ ୮୦ଲକ୍ଷ ଫଲୋଅର୍ସ : କେକ୍ କାଟି କଲେ ସେଲିବ୍ରେସନ୍

Published By : Prameya-News7 Bureau | June 11, 2020 IST

ମୁମ୍ବାଇ ୧୧/୬: ଅଭିନେତ୍ରୀ ହିନା ଖାନଙ୍କ ଇନଷ୍ଟାଗ୍ରାମରେ ଫଲୋଅର୍ସଙ୍କ ସଂଖ୍ୟା ବଢ଼ି ୮୦ଲକ୍ଷ ଯାଏଁ ପହଞ୍ଚିଯାଇଛି। ଏହି ଖାସ୍ ମୁହୂର୍ତ୍ତକୁ ହିନା କେକ୍ କାଟି ସେଲିବ୍ରେଟ୍ କରିଛନ୍ତି,ଯାହାର ଏକ ଫଟୋ ସେ ସେୟାର କରିଛନ୍ତି। ଫଟୋରେ ହିନା କେକକୁ ଧରିଥିବା ନଜର ଆସିଛନ୍ତି ଏବଂ ଏହା ସହ ସେ କ୍ୟାପସନରେ ଲେଖିଛନ୍ତି,‘ଶୁଭେଚ୍ଛା.. ୮ମିଲିୟନ୍।’

wp:core-embed/instagram {"url":"https://www.instagram.com/p/CBOJsF5J09k/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CBOJsF5J09k/?utm_source=ig_embed
/wp:core-embed/instagram

ହିନା ଆଗକୁ ଲେଖିଛନ୍ତି,‘ ୮ମିଲିୟନ୍ ହ୍ୟାଶଟ୍ୟାଗ୍ ଇନଷ୍ଟାଫେମ୍,ଆମ ପରିବାର ବଢ଼ୁଛି ଏବଂ ଆପଣ ସମସ୍ତଙ୍କ ପ୍ରତି ମୋର ପ୍ରେମ ନୂଆ ଉଚ୍ଚତାରେ ଛୁଇଁଛି,ଯାହା ତାଙ୍କୁ କେବେ ଜଣା ପଡ଼ିନାହିଁ। ସେ ଅତ୍ୟନ୍ତ ବିନମ୍ରତା ଏବଂ କୃତଜ୍ଞତା ସମ୍ପନ୍ନ ହୋଇଯାଇଛନ୍ତି। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।’

{"id":284567,"sizeSlug":"large"}

ଶେଷରେ ସେ ଲେଖିଛନ୍ତି ଯେ ‘ଏବେ ତାଙ୍କର ଏହି ଯାତ୍ରାରେ ତାଙ୍କ ଦାୟିତ୍ବ ଆହୁରି ଅଧିକ ବିନମ୍ର,ରହସ୍ୟମୟ ଏବଂ ବୁଦ୍ଧିମାନ ହେବାର ଅଛି। ’

{"id":284570,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.