Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ଇନଷ୍ଟାଗ୍ରାମରେ ହିନା ଖାନଙ୍କ ୮୦ଲକ୍ଷ ଫଲୋଅର୍ସ : କେକ୍ କାଟି କଲେ ସେଲିବ୍ରେସନ୍

11/06/2020 at 12:41 PM

ମୁମ୍ବାଇ ୧୧/୬: ଅଭିନେତ୍ରୀ ହିନା ଖାନଙ୍କ ଇନଷ୍ଟାଗ୍ରାମରେ ଫଲୋଅର୍ସଙ୍କ ସଂଖ୍ୟା ବଢ଼ି ୮୦ଲକ୍ଷ ଯାଏଁ ପହଞ୍ଚିଯାଇଛି। ଏହି ଖାସ୍ ମୁହୂର୍ତ୍ତକୁ ହିନା କେକ୍ କାଟି ସେଲିବ୍ରେଟ୍ କରିଛନ୍ତି,ଯାହାର ଏକ ଫଟୋ ସେ ସେୟାର କରିଛନ୍ତି। ଫଟୋରେ ହିନା କେକକୁ ଧରିଥିବା ନଜର ଆସିଛନ୍ତି ଏବଂ ଏହା ସହ ସେ କ୍ୟାପସନରେ ଲେଖିଛନ୍ତି,‘ଶୁଭେଚ୍ଛା.. ୮ମିଲିୟନ୍।’

ହିନା ଆଗକୁ ଲେଖିଛନ୍ତି,‘ ୮ମିଲିୟନ୍ ହ୍ୟାଶଟ୍ୟାଗ୍ ଇନଷ୍ଟାଫେମ୍,ଆମ ପରିବାର ବଢ଼ୁଛି ଏବଂ ଆପଣ ସମସ୍ତଙ୍କ ପ୍ରତି ମୋର ପ୍ରେମ ନୂଆ ଉଚ୍ଚତାରେ ଛୁଇଁଛି,ଯାହା ତାଙ୍କୁ କେବେ ଜଣା ପଡ଼ିନାହିଁ। ସେ ଅତ୍ୟନ୍ତ ବିନମ୍ରତା ଏବଂ କୃତଜ୍ଞତା ସମ୍ପନ୍ନ ହୋଇଯାଇଛନ୍ତି। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।’

ଶେଷରେ ସେ ଲେଖିଛନ୍ତି ଯେ ‘ଏବେ ତାଙ୍କର ଏହି ଯାତ୍ରାରେ ତାଙ୍କ ଦାୟିତ୍ବ ଆହୁରି ଅଧିକ ବିନମ୍ର,ରହସ୍ୟମୟ ଏବଂ ବୁଦ୍ଧିମାନ ହେବାର ଅଛି। ’

   Related Posts