Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଜାମ୍ମୁକାଶ୍ମୀର ବାରାମୁଳାରେ ଲସ୍କର-ଏ-ତୋଏବାର ୮ ଆତଙ୍କବାଦୀ ଗିରଫ

10/09/2019 at 10:44 AM

ଶ୍ରୀନଗର ୧୦।୯: ଜାମ୍ମୁକାଶ୍ମୀର ବାରାମୁଳାରେ ଲସ୍କର-ଏ-ତୋଏବାର ୮ ଆତଙ୍କୀ କାବୁ । ସୋପର ଇଲାକାରେ ଭାରତୀୟ ସେନା ଏବଂ ଜାମ୍ମୁକାଶ୍ମୀର ପୋଲିସକୁ ବଡ ସଫଳତା । ଲସ୍କର-ଏ-ତୋଏବାର ଏକ ବଡ ନେଟୱର୍କକୁ ଧ୍ବଂସ୍ତ କରାଯାଇଛି ।

ବାରାମୁଳାରେ ଲସ୍କର-ଏ-ତୋଏବା ଆତଙ୍କୀ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ ସେନା ଏବଂ ପୋଲିସ ଭାବରେ ସର୍ଚ୍ଚ ଅପରେସନ କରିଥିଲେ । ଗିରଫ ଆତଙ୍କବାଦୀଙ୍କୁ ଏବେ ପଚରାଉଚରା କରାଯାଉଛି ।

ସୂଚନା ଅନୁଯାୟୀ, ଗିରଫ ଆତଙ୍କୀମାନେ ବାରାମୁଳାରେ ଦୋକାନ ବଜାର ବନ୍ଦ ରଖିବାକୁ ଧମକ ଦେବା ସହ ଧମକପୂର୍ଣ୍ଣ ପୋଷ୍ଟର ଲଗାଉଥିଲେ । ପୋଲିସର ସୂଚନା ଅନୁଯାୟୀ ଗିରଫ ଆତଙ୍କୀଙ୍କ ପାଖରୁ ସନ୍ଦିଗ୍ଧ ସାମଗ୍ରୀ ଜବତ କରାଯାଇଛି ।

   Related Posts