ନୟାଗଡ଼ ଜିଲ୍ଲାରେ ସିରିଜ ଦୁର୍ଘଟଣା ; ୮ଜଣ ଆହତ

Published By : Prameya-News7 Bureau | August 04, 2018 IST

ଖଣ୍ଡପଡ଼ା ଛକ ବାହାଡ଼ା ନିକଟରେ ଏକ ଘରୋଇ ବସ୍ ଧକ୍କାରେ ୮ଜଣ ଆହତ ହୋଇଛନ୍ତି,ଦୁଇଟି ବାଇକ ଭାଙ୍ଗି ଯାଇଛି । ଭୁବନେଶ୍ବରରୁ ବୈାଦ୍ଧ ଯାଉଥିବା ମିନାର୍ ନାମକ ଏକ ଘରୋଇ ବସ୍ ଏହି ଦୁର୍ଘଟଣା ଘଟାଇଛି । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଖଣ୍ଡପଡ଼ା ଥାନାରେ ଆତ୍ମସମର୍ପଣ କରିଛି । ସେପଟେ କ୍ଷତିପୂରଣ ଦାବିରେ ସେଠାକାର ସ୍ଥାନୀୟ ଲୋକେ ଥାନା ସମ୍ମୁଖରେ ବସି ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.