ପାତ୍ରପୁର ବ୍ଲକ୍ ଅଞ୍ଚଳରୁ ୮ ଫୁଟ ଲମ୍ବର ଅହିରାଜ ଉଦ୍ଧାର

Published By : Prameya-News7 Bureau | September 02, 2019 IST

ବ୍ରହ୍ମପୁର ୨୯: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ପାଞ୍ଚଆମ୍ବ ଗ୍ରାମରୁ ଏକ ୮ ଫୁଟର ଅହିରାଜ ଉଦ୍ଧାର କରାଯାଇଛି । ଗ୍ରାମ ଭିତରେ ଥିବା ଏକ ବନ୍ଧରେ ଗାଧୋଉଥିବା ସମୟରେ କିଛି ଲୋକ ସାପଟିକୁ ଦେଖିଥିଲେ।

{"id":152050}

ପରେ ବ୍ରହ୍ମପୁରର ସର୍ପ ଉଦ୍ଧାରକାରୀ ତାରା ପ୍ରସାଦ ଦାସଙ୍କୁ ଉକ୍ତ ଗ୍ରାମର କିଛି ଯୁବକ ସାପଟିକୁ ଦେଖିଥିବା ନେଇ ଖବର ଦେଇଥିଲେ।

{"id":152051}

ସେ ତାଙ୍କ ଟିମ୍ ସହ ଗଛ ଉପରେ ଚଢି ଯାଇଥିବା ସାପକୁ ଉଦ୍ଧାର କରିଥିଲେ । ପରେ ବନ ବିଭାଗ କର୍ମଚାରୀଙ୍କ ସହ ମିଶି ସାପଟିକୁ ଜଙ୍ଗଲରେ ଛଡା ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.