Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଓଡିଶାକୁ “ନିପା” ଡର : Bigstory Followup

18/07/2018 at 10:00 AM

ନିପା ଆଶଙ୍କାରେ ଓଡିଶାର ୮ଜଣ ବର୍ତ୍ତମାନ କଟକ ଏସସିବି ରେ ଭର୍ତ୍ତି ହୋଇଛନ୍ତି | ସେମାନଙ୍କ ଚିକିତ୍ସା ଜାରି ରହିଛି | କିନ୍ତୁ ମେଡିକାଲ କର୍ତ୍ତୃପକ୍ଷ ସେମାନଙ୍କୁ ନିପା ହେଇଛି ବୋଲି ଏପର୍ଯ୍ୟନ୍ତ କହିନାହାନ୍ତି | ସେଇ ୮ଜଣଙ୍କର ବର୍ତମାନ ସମସ୍ତ ପରୀକ୍ଷା କରାଯାଉଛି | ତେବେ ୮ଜଣ ଯାକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର | ସମସ୍ତ ଆକ୍ରାନ୍ତ ଗୋଆରୁ ଆକ୍ରାନ୍ତ ହୋଇ ନିଜ ଗାଁକୁ ଫେରିଥିଲେ |

   Related Posts