କାହ୍ନାର ଅେସ୍ତ୍ରାପଚାରକୁ ଆଠ ଦିନ ବତିଲାଣି

Published By : Prameya-News7 Bureau | August 02, 2018 IST

କାହ୍ନାର ଅେସ୍ତ୍ରାପଚାରକୁ ଆଠ ଦିନ ବତିଲାଣି । ତଥାପି ଏବେ ବି କାହ୍ନାକୁ ଆଇ.ସି.ୟୁରେ ରଖାଯାଇଛି। କାହ୍ନା ଧୀରେ ଧୀରେ ସୁସ୍ଥ ହେଉଛି। କାହ୍ନାର ଅପରେସନ୍ ରେ ପରିବାରବର୍ଗ ଖୁସି ଅଛନ୍ତି ।ସେ ଏବେ ତରଳ ଖାଦ୍ୟ ପଦାର୍ଥ ଖାଉଥିବା ବେଳେ ପାଟି ଆଁ କରିପାରୁନାହିଁ । କଷ୍ଟ ଅନୁଭବ କରୁଛି। ସେପଟେ ମାଆକୁ ମନେ ପକାଇ ଗାଁକୁ ଯିବା ପାଇଁ ବାପାକୁ କହୁଥିବା କାହ୍ନାର ବାପା କହିଛନ୍ତି। ମୁହଁର ଗୋଟିଏ ପାଖ କଳା ଥିବା ବେଳେ ଅନ୍ୟ ପାଖଟି ଧଳା ହୋଇ ରହିଛି । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ୍ ରେ କାହ୍ନାର ବିକୃତ ମୁହଁକୁ ବିଭାଗୀୟ ଡାକ୍ତର ଟିମ୍ ଅପରେସନ୍ କରିଥିଲେ। ଗତ ୨୬ ତାରିଖରେ କାହ୍ନାର ମୁହଁକୁ ପ୍ଳାଷ୍ଟିକ୍ ସର୍ଜ୍ଜରୀ କରାଯାଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.