Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଆରଡ଼ି ପୀଠରେ ଏସିଡ ମାଡ : Bigstory Followup

21/06/2018 at 8:42 AM

ଭଦ୍ରକ ଆରଡିଙ୍କ ପୀଠରେ ଅଭାବନୀୟ କାଣ୍ଡ । ଏସିଡ ମାଡରେ ସେବାୟତଙ୍କ ସହ ୮ ରୁ ଅଧିକ ଗୁରୁତର । ଯାତ୍ରୀଙ୍କ ସେବାପୂଜାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଯୋଗୁ ଏସିଡ ମାଡ ହୋଇଛି । ଆରଡି ପୀଠକୁ ଆସିଥିବା ଭକ୍ତଙ୍କୁ ଅନ୍ୟ ଜଣେ ସେବାୟତ ନିଜ ଘରକୁ ନେଇ ଠାକୁରଙ୍କ ନିକଟରେ ପୂଜା କରିଥିଲେ । ଏହାକୁ ନେଇ ଉଭୟ ସେବାୟତଙ୍କ ମଧ୍ୟରେ ଝଗଡା ହୋଇଥିଲା । ବିଳମ୍ବିତ ରାତ୍ରିରେ ପୂର୍ବ ଘଟଣାକୁ ନେଇ ସେବାୟତ ଦୈତାରୀ ପାଢୀଙ୍କୁ ଅନ୍ୟ କିଛି ସେବାୟତ ଏସିଡ ପିଙ୍ଗିଥିଲେ । ଘଟଣାସ୍ଥଳରେ ଥିବା ଅନ୍ୟ ସେବାୟତ ମଧ୍ୟ ଏସିଡ ମାଡରେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ୮ ଜଣ ସେବାୟତ ଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାରେ ଧୂଷୁରି ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାକୁ ନେଇ ଆରଡିରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

   Related Posts