Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଦୁବାଇ ବସ୍ ଦୁର୍ଘଟଣାରେ ୮ଜଣ ଭାରତୀୟଙ୍କ ସମେତ ୧୭ଜଣ ଲୋକଙ୍କ ମୃତ୍ୟୁ : ୫ଜଣଙ୍କ ଅବସ୍ଥା ଗୁରୁତର

7/06/2019 at 10:47 AM

ଦୁବାଇ ୭/୬: ଓମାନରୁ ଛୁଟି କାଟି ଫେରୁଥିବା ଏକ ଯାତ୍ରୀବାହୀ ବସ୍ ଶେଖ୍ ମହମ୍ମଦ ବିନ ଜାୟେଦ ରୋଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୧୭ଜଣଙ୍କ ମୃତ୍ୟୁ ହୋଇଛି ଯେଉଁଥିରେ ୮ଜଣ ଭାରତୀୟ ନାଗରିକ। ୫ଜଣ ଗୁରୁତର ଆହତ ହୋଇଛନ୍ତି। ଦୁବାଇ ପୋଲିସ୍ କହିବା ଅନୁସାରେ ୩୧ଜଣ ଯାତ୍ରୀ ଯାଉଥିବା ବସଟି ମେଟ୍ରୋ ଷ୍ଟେସନ ପାଖରେ ଗାଇଡିଙ୍ଗ ବୋର୍ଡ଼ରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତ ଯାତ୍ରୀଙ୍କୁ ରଶିଦ ହସ୍ପିଟାଲ ନିଆଯାଇଛି।

ଦୁବାଇ ପୋଲିସର କହିବା ଅନୁସାରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୧୭ଜଣ ବ୍ୟକ୍ତି ଭିନ୍ନ ଭିନ୍ନ ଦେଶର ଅଟନ୍ତି। ଏଥିରେ ୫ଜଣ ବ୍ୟକ୍ତ ଗୁରୁତର ଆହତ ହୋଇଛନ୍ତି।

   Related Posts