ପିଶାଚ ପିତା ! 7 ବର୍ଷର ଝିଅକୁ କଲା ହତ୍ୟା
23/07/2018 at 7:24 AM

ଆଠଗଡ ୨୩/୭: କଟକ ବଡମ୍ବା ଥାନା ରଗଡିପଡାରେ ଘଟିଛି ଅବାବନୀୟ ଘଟଣା । ୭ ବର୍ଷର ଝିଅକୁ ପିଟି ପିଟି ମାରିଦେଇଛି ବାପା ।ମୃତ ଝିଅର ନାଁ କାବେରୀ ନାୟକ ବୋଲି ଜଣାପଡିଛି । ଏହି ଘଟଣାରେ ହତ୍ୟାକାରୀ ବାପା ସମୀର ନାୟକକୁ ବଡମ୍ବା ପୋଲିସ ଗିରଫ କରିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତ ଝଅର ଶବ ଜବତ କରି ପୋଲି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ କରୁଛି ।
Related Posts
ପ୍ରତୀକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
21 January 2021