Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

୭୯ କେଜିର ନକଲି ଜର୍ଦ୍ଦା ଜବତ, ୩ ଗିରଫ ଓ ବାଇକ ଜବତ

21/07/2021 at 8:30 AM

ଚଣ୍ଡିଖୋଲ ୨୧/୭ : ଯାଜପୁର ଚଣ୍ଡିଖୋଲ ଛକ ନିକଟରୁ ବ୍ୟାପକ ପରିମାଣର ନକଲି ଜର୍ଦା ଜବତ । ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ ଧାମନଗରରୁ କଟକ ଅଭିମୁଖେ ଦୁଇଟି ବାଇକ ଯୋଗେ ୩ ଜଣ ନକଲି ଜର୍ଦା ନେଇ ଯାଉଥିଲେ । ଏ ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଯାଜପୁର SP ଙ୍କ ନିର୍ଦେଶ କ୍ରମେ ଚଣ୍ଡିଖୋଲ ଛକ ନିକଟରୁ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଦୁଇଟି ଗାଡି ରୁ ବିପୁଳ ପରିମାଣର ନକଲି ଜର୍ଦା ଜବତ କରିଥିଲା ।

୩ ଜଣକୁ ଗିରଫ କରିବା ସହ ବାଇକ ଜବତ କରିଛି ପୋଲିସ । ବିଭିନ୍ନ ନାମି ଦାମି କମ୍ପାନୀର ଜର୍ଦାର ନକଲି ବ୍ରାଣ୍ଡ କରି ବିଭିନ୍ନ ସ୍ଥାନକୁ ବିକ୍ରି କରାଯାଇ ଥାଏ । ନକଲି ଜର୍ଦ୍ଦାର ଆନୁମାନିକ ମୁଲ୍ୟ ୨ ଲକ୍ଷ ଟଙ୍କାର ବୋଲି ଜଣାପଡ଼ିଛି । ଏନେଇ ଅଧିକ ତଦନ୍ତ ଚାଲୁ ରହିଥିବା ଯାଜପୁର sdpo ଚିନ୍ମୟ ନାୟକ କହିଛନ୍ତି ।

   Related Posts