୭୮୬ ନମ୍ବରର ଅସଲି ରହସ୍ୟ ଜାଣନ୍ତୁ

Published By : Prameya-News7 Bureau | May 15, 2019 IST

wp:heading {"level":5}
୭୮୬ ସଂଖ୍ୟା କୌଣସି ସାଧାରଣ ସଂଖ୍ୟା ନୁହଁ। ଇସଲାମ ଧର୍ମରେ ୭୮୬ ଏକ ଶୁଭ ଅଙ୍କ। କେବଳ ଇସଲାମ ଧର୍ମର ଲୋକ ନୁହଁ ଏହି ସଂଖ୍ୟାକୁ ହିନ୍ଦୁ ଧର୍ମରେ ମଧ୍ୟ ଶୁଭ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ପୂଜା କରାଯାଏ କାରଣ ଏହା ଶୁଭ ହୋଇଥାଏ। ପୂଜା କରିଲେ ଘର ପରିବାର ଲୋକଙ୍କର ମଙ୍ଗଳ ହୋଇଥାଏ। କାରଣ ପୂଜା କରିଲେ ଭଗବାନ ପ୍ରସନ୍ନ ହୋଇ ଭକ୍ତଙ୍କର କଲ୍ୟାଣ କରନ୍ତି ବୋଲି କୁହାଯାଏ। ଏହି ବିଶ୍ବାସ ବର୍ଷ ବର୍ଷ ଧରି ପାଳନ ହେଉଛି।  
/wp:heading {"id":112112}
wp:heading {"level":5}
ହିନ୍ଦୁ ଧର୍ମରେ କୌଣସି ଶୁଭ କାମ କରିବା ପୂର୍ବରୁ ସର୍ବ ପ୍ରଥମେ ଭଗବାନଙ୍କ ନାଁ ଧରି କାମ ଆରମ୍ଭ କରନ୍ତି। ଠିକ୍‌ ସେହିଭଳି ଇସଲାମ ଧର୍ମର ଲୋକେ ୭୮୬କୁ ସ୍ମରଣ କରି କାମ ଆରମ୍ଭ କରନ୍ତି। ମୁସଲିମ୍‌ ଧର୍ମରେ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଅଲ୍ଲାହଙ୍କୁ ପ୍ରାର୍ଥନା କରନ୍ତି।  ଇସଲାମ ଧର୍ମରେ ୭୮୬ର ଅର୍ଥ ହେଉଛି ବିସମିଲ୍ଲାହ୍‌ ଉର ରହମାନ ଏ ରହିମ। କିନ୍ତୁ ହିନ୍ଦୁ ଧର୍ମରେ ୭୮୬ ଅଙ୍କକୁ ଓମ୍‌ କୁହନ୍ତି।   ଏମିତି ଅନେକ ଲୋକ ଅଛନ୍ତି ଯିଏ ୭୮୬କୁ ମହତ୍ବ ଦିଅନ୍ତି ନାହିଁ। ଏସିଆର ମୁସଲିମ ଲୋକଙ୍କ ପାଇଁ ଏହି ଅଙ୍କ ବହୁତ ପବିତ୍ର ।
/wp:heading {"id":112114}
wp:heading {"level":5}
ଇସଲାମରେ ୭୮୬ ସଂଖ୍ୟାର କୌଣସି ସୁରାଗ ନାହିଁ। ତଥାପି ଲୋକେ ବିଶମିଲ୍ଲାହ ନକହି ଏହି ସଂଖ୍ୟାର ଉପଯୋଗ କରନ୍ତି। ଏହି ପ୍ରଥା ପୈଗମ୍ବର ମହମ୍ମଦଙ୍କ ସମୟରେ ନଥିଲା। ବିଶମିଲ୍ଲାହ ଅଲ ରେହମାନ ଅଲ ରହମ ଆରବି ଉର୍ଦ୍ଦୁରେ ଲୋଖାଯାଏ ତେଣୁ ଲୋକେ ଅଲ୍ଲାହଙ୍କ ନାଁ ବଦଲରେ ୭୮୬ ସଂଖ୍ୟାକୁ ବ୍ୟବହାର କରନ୍ତି।  ମୁସଲିମ ଲୋକେ ଅନ୍ୟ କିଛି ସଂଖ୍ୟାକୁ ଆରବି ପତ୍ରରେ ଯୋଡି ପ୍ରସ୍ତୁତ କରିଛନ୍ତି।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.