ଭୁବନେଶ୍ବର ସ୍ଥିତି ସଙ୍ଗୀନ : ଦିନକରେ ଚିହ୍ନଟ ହେଲେ ୭୦୮ ଆକ୍ରାନ୍ତ, ୩୫୦ ସୁସ୍ଥ

Published By : Prameya-News7 Bureau | April 26, 2021 IST

ଭୁବନେଶ୍ବର ୨୬/୦୪ : ସୋମବାର ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୬୮୩ କରୋନା ଆକ୍ରାନ୍ତ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ୫୫୭ ଜଣ ସ୍ଥାନୀୟ ଅକ୍ରାନ୍ତ ରହିଛନ୍ତି ।

 ଏହାକୁ ମିଶାଇ ରାଜଧାନୀ ଭୁବନେଶ୍ବରରୁ ବର୍ତ୍ତମାନ ସୁଦ୍ଧା ୪୦,୬୨୮ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ଆକ୍ଟିଭ୍‌ କେସ୍‌ ୫୪୬୮ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୩୪୮୮୪ ଜଣ ଏବଂ ୨୫୫ ଜଣଙ୍କର ମୃତ୍ୟୁ ଘଟିଛି ।

wp:embed {"url":"https://twitter.com/bmcbbsr/status/1386664555053338625","type":"rich","providerNameSlug":"twitter","responsive":true,"className":""}
https://twitter.com/bmcbbsr/status/1386664555053338625
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.