Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୭୦ ବର୍ଷର ଜେଜେ ମାଆଙ୍କୁ ୧୮ ବର୍ଷର ନାତି କଲା ଦୁଷ୍କର୍ମ, ଟାଙ୍କେ ଛେଚିବା ପରେ ପୋଲିସ୍‌ ଜିମା ଦେଲେ ପଡ଼ୋଶୀ

31/01/2020 at 8:32 PM

ପଠାର୍୩୧/୧: ସୈତାନ ରୂପୀ ନାତିକୁ ଗିରଫ କଲା ପୋଲିସ୍। ୧୮ ବର୍ଷ ବୟସ୍କ ମାର୍ଭଲସ୍ ଲୁକା ଭୁଲିଗଲା ମାନବିକତା। ୭୦ ବର୍ଷ ବୟସ୍କା ଜେଜେ ମାଆଙ୍କୁ ଗଲା ଦୁଷ୍କର୍ମ। ପଠାର୍‌ରେ ଏଭଲି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି।

ସ୍ଥାନୀୟ ଥାନା ଅଧିକାରୀ ଆଲେକ୍ସଙ୍କ କହିବା ଅନୁସାରେ ମଙ୍ଗୁ ଜିଲ୍ଲାର ଡଙ୍ଗୁ-ଗୁ ଗାଁର ବାସିନ୍ଦା ହେଉଛି ଲୁକା। ଲୁକାକୁ ପୋଲିସ ଗିରଫ କରି ପଙ୍କିନ କୋର୍ଟରେ ପେଶ୍ କରିଛି।ରାତିରେ ୭୦ ବର୍ଷ ବୟସ୍କା ମହିଳା ଶୋଇବା ସମୟରେ ଲୁକା ଜୋର ଜବରଦସ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲା।

ଅଭିଯୁକ୍ତ ଲୁକାର କହିବା ଅନୁସାରେ ସେ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ କରିଛନ୍ତି। ସେହି ସମୟରେ ସେ ଯୌନ ପିପାଷୁ ପାଲିଟି ଯାଇଥିଲା। ଯାହାଫଳରେ ନିଜର ସଞ୍ଜମତା ରକ୍ଷା କରି ପାରି ନଥିଲା ଲୁକା। ଦୁଷ୍କର୍ମ କରିବା ପରେ ରାତିରେ ଲୁକାର ଘର ଲୋକ ତାକୁ କୁଆଡ଼େ ଫେରାର୍ କରି ଦେଇଥିଲେ। ସ୍ଥାନୀୟ ଲୋକେ ଅଭିଯୁକ୍ତ ଲୁକାକୁ ଧରି ନିସ୍ତୁକ ମାଡ଼ ମାରିବା ପରେ ପୋଲିସ୍‌ ଜିମାରେ ଦେଇଥିଲେ। ଏପରି କି ପୀଡ଼ିତା ଚିତ୍କାର କରିବା ସମୟରେ ଲୁକା ତାଙ୍କୁ ମାରପିଟ୍ କରିଥିବା ଅଭିଯୋଗ ହୋଇଛି। ପଡୋଶୀ ଲୋକ ଏହି ଘଟଣା ସଂପର୍କରେ ଜାଣିବା ପରେ ଥାନାରେ ଅଭିଯୁକ୍ତ ଲୁକା ନାଁରେ ଅଭିଯୋଗ କରିଥିଲେ।

   Related Posts