Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କୋଭିଡ୍ କଟକଣାକୁ ଫୁ, ୧୫ ଦିନ ପାଇଁ ସିଲ୍ ହେଲା ୭ ଦୋକାନ

4/05/2021 at 2:18 PM

ଖଲ୍ଲିକୋଟ ୪।୫: ଅମାନିଆ ମାନୁନାହାନ୍ତି କଟକଣା । ଦୋକାନୀ ଏବଂ ଗ୍ରାହକ ନିୟମକୁ ଫୁ କରି ଉଡ଼ାଇ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସି ଓ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଦୋକାନ ବଜାର ଉପରେ ଅତର୍କିତ  ଚଢ଼ାଉ କରାଯାଇଥିଲା  । କୋଭିଡ୍ ଗାଇଡ୍ ଲାଇନ୍ ଖିଲାପ ଅଭିଯୋଗରେ ସହରରେ ଥିବା ୭ରୁ ଉର୍ଦ୍ଧ୍ବ ବିଭିନ୍ନ ଦୋକାନ ସମେତ ମୁଥୁଟ ଗୋଲ୍ଡ ଲୋନ୍ ସଂସ୍ଥାକୁ ୧୫ ଦିନ ପାଇଁ ସିଲ୍ କରିଛି ପ୍ରଶାସନ ।

ସେହିପରି ଅନେକ ଦୋକାନୀଙ୍କଠାରୁ ଜରିମନା ଆଦାୟ କରାଯାଇଛି । ଏଥି ସହିତ ବିଭିନ୍ନ ହୋଟେଲ, ମଲ ମାନଙ୍କରେ ଚେକିଂ କରାଯିବା ସହ କଡ଼ା ନଜର ରଖାଯାଇଛି ।

   Related Posts