Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

ଆପଣଙ୍କ ବଡ଼ ପରିବାର ପାଇଁ କିଣନ୍ତୁ ଏହି ୭ଟିକିଆ ସିଟ୍ ଥିବା କାର୍ : ଜାଣନ୍ତୁ ଏହାର ଦାମ୍

24/06/2019 at 5:12 PM

ନୂଆଦିଲ୍ଲୀ ୨୪/୬: ଆପଣ ସମସ୍ତେ ଜାଣିଛନ୍ତି ଯେ ଏବେ ସମସ୍ତ ପରିବାରକୁ କାର ଅତ୍ୟନ୍ତ ଆବଶ୍ୟକ। ଆମେ କହୁଛୁ ରୋନାଲ୍ଟ କମ୍ପାନୀର ଆରବିସି କାର ବିଷୟରେ ଯାହାର ଭାରତୀୟ ବଜାରରେ ମୂଲ୍ୟ ୪.୫୦ଲକ୍ଷ ଟଙ୍କା। ଏହି କାର୍ ବଡ଼ ପରିବାର ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ଉତ୍ତମ କାର ଭାବେ ସାବ୍ୟସ୍ତ ହୋଇଛି।

ଏଥିରେ ୧.୫ଲିଟର ପେଟ୍ରୋଲ୍ ଏବଂ ଡିଜେଲ୍ ଇଞ୍ଜିନ୍ ଦେଖିବାକୁ ମିଳିଥାଏ। ଏହାର ପେଟ୍ରୋଲ୍ ଇଞ୍ଜିନ୍ ୧୦୬ପିଏସ୍ ର ପାଓ୍ବାର ୧୪୫ ନ୍ୟୁଟନର ଟାର୍କ ଏବଂ ଡିଜେଲ୍ ଇଞ୍ଜିନ୍ ୧୧୦ପିଏସର ପାଓ୍ବାର ୨୪୦ ନ୍ୟୁଟନ ମିଟରର ଟାର୍କ ଉତ୍ପନ୍ନ କରିଥାଏ। ଏହି କାର ଇଞ୍ଜିନକୁ ୫ ସ୍ପିଡ ଗିୟର ବକ୍ସ ଦ୍ବାରା ଉତ୍ପନ୍ନ କରାଯାଇଛି।

ଏହି କାରର ମାଇଲେଜ କଥା କହିବା ଯଦି ଏହା ୧ଲିଟର ପେଟ୍ରୋଲରେ ୨୩.୮କିଲୋମିଟରର ମାଇଲେଜ ଦେଇଥାଏ। ଏହି କାରରେ ୨୪ଲିଟରର ଫୁଏଲ୍ ଟ୍ୟାଙ୍କ୍ ଲଗାଯାଇଛି। ଏହି କାରରେ ୭ଜଣ ବ୍ୟକ୍ତି ଆରାମରେ ବସି ପାରିବେ। ଏହି କାରର ଟପ୍ ସ୍ପିଡ କଥା କହିବା ଯଦି ଏହା ପ୍ରତି ଘଣ୍ଟାରେ ୧୫୫କିଲୋମିଟର ବେଗରେ ସହଜରେ ଚାଲିପାରେ।

   Related Posts