Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ନୂଆପଡା କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ କେଡର ମାଓବାଦୀ ଚମ୍ପଟ ମାରିବା ଘଟଣାରେ ୭ ଜଣ ପୋଲିସ କର୍ମଚାରୀ ନିଲମ୍ୱିତ

17/09/2018 at 9:26 PM

ନୂଆପଡ଼ା ୧୭/୦୯ : ନୂଆପଡା କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ କେଡର ମାଓବାଦୀ ଚମ୍ପଟ ମାରିବା ଘଟଣାରେ ୭ ଜଣ ପୋଲିସ କର୍ମଚାରୀ ନିଲମ୍ୱିତ ହୋଇଛନ୍ତି । ନିଲମ୍ୱିତ ମଧ୍ୟରେ ଅଛନ୍ତି ୨ ଜଣ କନଷ୍ଟେବଳ, ୩ ଜଣ ଫୋର୍ସ ଓ ୨ ଜଣ ଓଏଆଇସି । ସେମାନେ ହେଲେ ପଙ୍କଜ କୁମାର ତାଣ୍ଡି, ପୁଷ୍ପଲତା ସୁନାନୀ, ଭୋଳାନାଥ ମାଝୀ, ପାନ୍ତୋବାଇ ନାଏକ, ହରିଶଙ୍କର ସାବର, ଲକ୍ଷ୍ମଣ ସାବର ଏବଂ ମଧୁସୁଦନ ମାଝୀ । ନିଲମ୍ୱନ ନେଇ ସୂଚନା ଦେଇଛନ୍ତି ନୂଆପଡ଼ା ଏସପି ସ୍ମିତ ପି ପରମାର ।

   Related Posts