ନୂଆପଡା କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ କେଡର ମାଓବାଦୀ ଚମ୍ପଟ ମାରିବା ଘଟଣାରେ ୭ ଜଣ ପୋଲିସ କର୍ମଚାରୀ ନିଲମ୍ୱିତ
17/09/2018 at 9:26 PM

ନୂଆପଡ଼ା ୧୭/୦୯ : ନୂଆପଡା କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ କେଡର ମାଓବାଦୀ ଚମ୍ପଟ ମାରିବା ଘଟଣାରେ ୭ ଜଣ ପୋଲିସ କର୍ମଚାରୀ ନିଲମ୍ୱିତ ହୋଇଛନ୍ତି । ନିଲମ୍ୱିତ ମଧ୍ୟରେ ଅଛନ୍ତି ୨ ଜଣ କନଷ୍ଟେବଳ, ୩ ଜଣ ଫୋର୍ସ ଓ ୨ ଜଣ ଓଏଆଇସି । ସେମାନେ ହେଲେ ପଙ୍କଜ କୁମାର ତାଣ୍ଡି, ପୁଷ୍ପଲତା ସୁନାନୀ, ଭୋଳାନାଥ ମାଝୀ, ପାନ୍ତୋବାଇ ନାଏକ, ହରିଶଙ୍କର ସାବର, ଲକ୍ଷ୍ମଣ ସାବର ଏବଂ ମଧୁସୁଦନ ମାଝୀ । ନିଲମ୍ୱନ ନେଇ ସୂଚନା ଦେଇଛନ୍ତି ନୂଆପଡ଼ା ଏସପି ସ୍ମିତ ପି ପରମାର ।
Related Posts
ବଢିଲା ଗ୍ରୀଷ୍ମ ପ୍ରବାହ: ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ
26 February 2021
ଗଞ୍ଜେଇ ଚୋରା ଚାଲାଣକୁ ନେଇ ଏସ୍ଟିଏଫ୍ର ଚଢ଼ାଉ, ଜବତ ହେଲା ସିଆଜ୍
26 February 2021