Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣା : ଗିରଫ ସଂଖ୍ୟା ୭ରେ ପହଞ୍ଚିଲା, ଏବେବି ମୁଖ୍ୟ ଅଭିଯୁକ୍ତ ଫେରାର

21/10/2020 at 12:00 PM

ଭଦ୍ରକ ୨୧।୧୦: ଅବକାରୀ କର୍ମଚାରୀଙ୍କୁ ମଦ ମଫିଆମାନେ ସଙ୍ଗବଦ୍ଧ ଭାବେ ଆକ୍ରମଣ ଘଟଣା । ପୂର୍ବରୁ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ଆଉ ଏବେ ଆଉ ୨ଜଣଙ୍କୁ ଗିରଫ କରାଯାଇଛି । ଯାହାକି ମାମଲାରେ ମୋଟ ଗିରଫ ସଂଖ୍ୟା ୭ରେ ପହଞ୍ଚିଛି ।  

ଖବର ଅନୁଯାୟୀ, ଭଦ୍ରକରେ ଅବକାରୀ ବିଭାଗର କର୍ମଚାରୀମାନେ ମିର୍ଜାପୁର ଅଞ୍ଚଳରେ ଚଢାଉ ପାଇଁ ଯାଇଥିଲା । ଚଢାଉ ସମୟରେ ମଦ ମାଫିଆମାନେ ଅକବାରୀ କର୍ମଚାରୀଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରି ଜବତ ହୋଇଥିବା ମଦ ଓ ଅଟକ ଥିବା ଅଭିଯୁକ୍ତମାନଙ୍କୁ ଚଢାଇନେଇଥିଲେ । ମଦ ମାଫିଆଙ୍କ ଆକ୍ରମଣରେ ୭ଜଣ ଅବକାରୀ କର୍ମଚାରୀ ଆହତ ହୋଇଥିଲେ ।

ଭଦ୍ରକ ପୁରୁଣା ବଜାର ଥାନାରେ ଲିଖିତ ଅଭିଯୋଗ ପରେ ୫ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ପୁଣି ଥରେ ଘଟଣାରେ ଆଉ ୨ଜଣଙ୍କୁ ଗିରଫ କରାଯାଇଛି । ହଳଦୀଡିହ ଠାରେ ପୋଲିସ ଦୁଇ ଅଭିଯୁକ୍ତ ନିତ୍ୟାନନ୍ଦ ବେହେରା ଓ କୈଳାସ ବେହେରାଙ୍କୁ ଗିରଫ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛନ୍ତି ।

   Related Posts