Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୮ ଜଣଙ୍କ ଜୀବନ
  • ||

ଡକାୟତି ଯୋଜନା କରୁଥିବା ୭ ଜଣିଆ ଗ୍ୟାଙ୍ଗକୁ ଧରିଲା ପୋଲିସ, ମାରଣାସ୍ତ୍ର ଜବତ

7/08/2020 at 3:24 PM

ପୁରୀ ୭।୮: ପୁରୀ ଡାଇମଣ୍ଡ ଜୁଏଲାରୀରେ ଡକାୟତି ଯୋଜନା କରୁଥିବା ୭ ଜଣିଆ ଗ୍ୟାଙ୍ଗକୁ ଧରିଲା ପୋଲିସ। ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ଅଂଚଳରୁ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଲୁହା ରଡ଼୍, ପ୍ଲାଷ୍ଟିକ ପାଇପ୍ ଓ ମାରଣାସ୍ତ୍ର ଜବତ କରାଯାଇଛି। ଏ ସମ୍ପର୍କରେ ଟାଉନ ଥାନାରେ ୧୫୮/୨୦୨୦ରେ ଏକ ମାମଲା ରୁଜୁ କରାଯାଇ ଆପିସିର ଦଫା ୩୯୯,୪୦୨ ଓ ୨୫ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଏହି ଡକାୟତି ଗ୍ୟାଙ୍ଗକୁ କୋର୍ଟ ଚାଲାଣ କରାଯାଇଛି।

ଗିରଫ ଅଭିଯୁକ୍ତ ହେଲେ ତଳଜଙ୍ଗର ଟୁଟୁ ସ୍ୱାଇଁ, ନିମାପଡାର ବୃନ୍ଦାବନ ଦାଶ, ପୁରୀ ସଦରର ଜିତେନ୍ଦ୍ର ବେହେରା, ସିଧମହାବିରର ବାଞ୍ଚା ବେହେରା, ତୋଟାବେହେରା ସାହିର ସନ୍ତୋଷ ଜଗଦେବ, ତାଳବଣିଆର ଭାଗିରଥୀ ପ୍ରଧାନ ଓ ବାସେଳୀ ସାହିର ସୁଦର୍ଶନ ମାଝୀ।

   Related Posts