ଗୁଜରାଟର ଗିର ଅଭୟାରଣ୍ୟରେ ପୁଣି ୭ଟି ସିଂହ ମୃତ

Published By : Prameya-News7 Bureau | October 02, 2018 IST

ଗୁଜରାଟ ୨|୧୦: ଗୁଜରାଟର ଗିର ଅଭୟାରଣ୍ୟରେ ପୁଣି ୭ଟି ସିଂହଙ୍କ ମୃତ୍ୟୁ ହୋଇଛି । ଗତ ୨୦ ଦିନ ଭିତରେ ୨୧ଟି ସିଂହଙ୍କ ମୃତ୍ୟୁ ହୋଇଛି । ଯଶଧର ଆନିମଲ୍ କେୟାର ସେଣ୍ଟରରେ ୧୧ଟି ସିଂହଙ୍କ ମୃତ୍ୟୁ ହୋଇଛି । କୌଣସି ସଂକ୍ରମଣ ଯୋଗୁ ଏତେ ସଂଖ୍ୟାରେ ସିଂହଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସ୍ଥିତି ଗୁରୁତର ହେଉଥିବାରୁ ଗିର ଜଙ୍ଗଲରୁ ୩୧ଟି ସିଂହଙ୍କୁ ଉଦ୍ଧାର କରି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.