ଓଲଟିଲା ଅଟୋରିକ୍ସା, ୭ ଯାତ୍ରୀ ଆହତ

Published By : Prameya-News7 Bureau | January 14, 2021 IST

 ଗଞ୍ଜାମ୧୪/୧:  ଓଲଟିଲା ଅଟୋରିକ୍ସା। ଏହି ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆସିକା ମେଡିକାଲରେ ସମସ୍ତ ଆହତଙ୍କୁ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ଆସିକା ଥାନା ଖଡଭାଗ ଗାଁରେ ଏହି ଦୁର୍ଘଟଣା ହୋଇଛି। ଆହତମାନେ ହେଲେ ଗାଙ୍ଗପୁର ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି। ଏହି ଦୁର୍ଘଟଣା ପରେ ଆହତଙ୍କ ସଂପର୍କୀୟମାନେ ହସ୍ପିଟାଲରେ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.