Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ ଖୋଳତାଡ଼ ; ୭ ଜଣଙ୍କୁ ଉଠାଇ ନେଲା କ୍ରାଇମ ବ୍ରାଞ୍ଚ

17/07/2018 at 9:51 AM

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ ଖୋଳତାଡ଼ ୭ ଜଣଙ୍କୁ ଉଠାଇ ନେଲା କ୍ରାଇମ ବ୍ରାଞ୍ଚ ଏସ୍ଟିଏଫଇ.. କଟକ ପୋଲିସ ଓ କ୍ରାଇମ ବ୍ରାଞ୍ଚ ଗତ କାଲି ରାତିରେ ବିଭିନ୍ନ ସ୍ଥାନରେ କରିଥିଲେ ଚଢ଼ାଉ.. ଟିଟୋ ଲିଙ୍କରେ ୭ ଜଣଙ୍କୁ ଉଠାଇ ନେଇଛି କ୍ରାଇମ ବ୍ରାଞ୍ଚର ଏସ୍ଟିଏଫ.. ନିସ୍ଚିତ ଭାବରେ ଏଇ ସାତଜଣଙ୍କ ଠାରୁ କଣ ତଥ୍ୟ ଉଗାଳି ପାରୁଛି ଏସ୍ଟିଏଫ। କଣ ତଥ୍ୟ ସାମ୍ନାକୁ ଆସୁଛି .. ଏଇ ସବୁ ତଥ୍ୟ ଉପରେ ସମସ୍ତଙ୍କ ନଜର ରହିବ।

   Related Posts