ଚୋରି ଗାଡି ଗ୍ୟାଙ୍ଗର ପର୍ଦ୍ଦାଫାଶ : ୭ ଗିରଫ, ୯ଟି ବାଇକ୍ ଜବତ

Published By : Prameya-News7 Bureau | July 22, 2021 IST

ଜୟପୁର ୨୨।୭: କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ପୋଲିସ ଦ୍ବାରା ଚୋରି ଗାଡି ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ଚୋରି ଗାଡି ଗ୍ୟାଙ୍ଗର ୭ ଜଣ ଚୋର ଗିରଫ କରିଛି ଜୟପୁର ପୋଲିସ । ଏହାସହ ସେମାନଙ୍କଠାରୁ ୯ଟି ବାଇକ୍ ପୋଲିସ ଜବତ କରିଛି । ଜବତ ବାଇକ୍ ମଧ୍ୟରେ ୬ଟି ବୁଲେଟ୍ ରହିଛି । ଗାଡି ଚୋରି କରି ଚୋରମାନେ ଗଞ୍ଜେଇ ଚାଲାଣକାରୀଙ୍କୁ ଏସ୍କଟ ଦେଇ ଆସୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.