Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଷଷ୍ଠ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

21/08/2018 at 12:57 AM

ଭୁବନେଶ୍ୱର ୨୧/୮ : ଜିଦରେ ଅଟଳ ଅଛନ୍ତି ଶିକ୍ଷକ । ଷଷ୍ଠ ଦିନରେ ୭ ଦଫା ଦାବି ନେଇ ଗାନ୍ଧିମାର୍ଗରେ ଧାରଣାରେ ବସିଛନ୍ତି ଶିକ୍ଷକ ଅଧ୍ୟାପକ ମଳିତ ମଞ୍ଚ । ସରକାର ପ୍ରତିଶୃତି ଦେବା ସହିତ ସମୟ ଗଢାଇ ଚାଲିଛନ୍ତି । କିନ୍ତୁ ଏଥର ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ । ଏଥି ପାଇଁ ପିଲାଙ୍କ ପାଠ ପଢା ବାଧାପ୍ରାପ୍ତ ହେଲେ ସରକାର ଦାୟୀ ରହିବେ ବେ।ଲି କହିଛି ମିଳିତ ମଞ୍ଚ । ଆଜି ସରକାର ଶିକ୍ଷକମାନଙ୍କ ସହିତ ଆଲେ।ଚନା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ସମସ୍ୟାର ଯଦି ସମାଧାନ ନହୁଏ, ୨୫ ତାରିଖରୁ ସମୁହ ଛୁଟିରେ ଯିବାକୁ ଚେତାବନୀ ଦେଇଛି ମଞ୍ଚ ।

   Related Posts