୬୫ ହଜାର ଦେହଜୀବୀ କାହାକୁ ଦେବେ ନାହିଁ ଭୋଟ୍

Published By : Prameya-News7 Bureau | April 19, 2019 IST

wp:heading {"level":5}
କୋଲକାତା୧୯|୪: ପଶ୍ଚିମବଙ୍ଗର ପାଖାପାଖି ୬୫,୦୦୦ ଦେହଜୀବୀ ଚଳିତ ଲୋକସଭା ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବେ ନାହିଁ। ଏହି ସମସ୍ତ ଯୌନକର୍ମୀ ନୋଟାରେ ଭୋଟ୍‌ ଦେବେ ବୋଲି ଏମାନଙ୍କ ଏକ ସଂଗଠନ ପକ୍ଷରୁ କୁହାଯାଇଛି।
/wp:heading wp:heading {"level":5}
ଦରବାର ମହିଳା ସମନ୍ବୟ କମିଟି(DMSC) କହିଛି ଯେ, ପ୍ରତ୍ୟେକ ଥର ନିର୍ବାଚନ ସମୟରେ ରାଜନୈତିକ ଦଳ ଅନେକ କଥା କୁହନ୍ତି କିନ୍ତୁ କୌଣସି କାମ କରନ୍ତି ନାହିଁ। ଯୌନକର୍ମୀମାନେ ତାଙ୍କ ପେଶାକୁ ଶ୍ରମିକ ଶ୍ରମିକ ମାନ୍ୟତା ଦେବା ପାଇଁ ଦାବି କରିଆସୁଛନ୍ତି। ଏହି ମାନ୍ୟତା ମିଳିବାପରେ ଯାଇ ସେମାନେ କାହାକୁ ଭୋଟ ଦେବେ ବା ନଦେବେ ତାହା ନିଷ୍ପତ୍ତି ନେବେ।

ଯୌନକର୍ମୀଙ୍କ ପେଶାକୁ ଶ୍ରମ ଆଇନ୍‌ ଅଧିନରେ ମାନ୍ୟତା ନଦେବା ଯୋଗୁଁ ବେଆଇନ ଯୁବତୀ ଚାଲାଣ ଭଳି ଘଟଣା ଘଟିବାରେ ଲାଗିଛି । ଦେହଜୀବୀଙ୍କ ପାଇଁ ସରକାରଙ୍କ ପୁନଃଥଇଥାନ ଯୋଜନା ମଧ୍ୟ ସମୁଦ୍ରକୁ ଶଂଖେ ବୋଲି ଏହି ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି ।
/wp:heading wp:heading {"level":1}




/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.