Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||

ପ୍ରତିଷ୍ଠା ଦିବସରେ ନନ୍ଦନକାନନରେ ଖୋଲିଲା ୪ଟି ନୂଆ ଖୁଆଡ଼, ପର୍ଯ୍ୟଟକ ଦେଖିଲେ କଳାବାଘ

29/12/2019 at 3:02 PM

ଭୁବନେଶ୍ବର ୨୯।୧୨: ଆଜି ନନ୍ଦନକାନନର ୬୦ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ମୁଖ୍ୟ ଗେଟ୍ ଠାରୁ ଆରମ୍ଭ କରି ଭିତର ଖୁଆଡ ପର୍ଯ୍ୟନ୍ତ ସୁନ୍ଦର ଫୁଲରେ ସଜାଯାଇଛି । ଏହି ଅବସରରେ ପ୍ରାଣୀ ଉଦ୍ୟାନ ପକ୍ଷରୁ ୪ଟି ଖୁଆଡ଼ର ଉଦଘାଟନ କରାଯାଇଛି ।

ପ୍ରତିଷ୍ଠା ଦିବସ ଅବସରରେ ୩ଟି ଖୁଆଡରେ ବିରଳ ମାଙ୍କଡ ରହିଛନ୍ତି । ୩ ଟି ବିଦେଶୀ ମାଙ୍କଡ ହେଲେ ଗୁଣ୍ଡୁଚି, ତାମାରିନ, କାପୁଚିନ ମାଙ୍କଡ଼ଙ୍କୁ ପର୍ଯ୍ୟଟକଙ୍କ ପାଇଁ ପ୍ରଦର୍ଶିତ କରାଯାଇଛି ।

ସେହିଭଳି ସମ୍ରାଟ ଓ ରେଣୁକ ଔରସରୁ ଜନ୍ମିତ ୨ଟି କଳା ବାଘକୁ ଖୁଆଡକୁ ଛଡାଯାଇଛି । ଏହି ୨ ବାଘଙ୍କ ନାମ ସ୍ପନ୍ଦନ ଓ ବାସୁ ରଖାଯାଇଛି । ସେହିପରି ଧୂସର ଗଧିଆ ପର୍ଯ୍ୟଟକଙ୍କ ପାଇଁ ପ୍ରଦର୍ଶିତ କରାଯାଇଛି ।

   Related Posts