୬୦୦ ଲିଟର ଦେଶୀ ମଦ ଜବତ ; ଜଣେ ଅଟକ

Published By : Prameya-News7 Bureau | August 05, 2018 IST

୬ ଶହ ଲିଟର ଚୋରା ଦେଶୀ ମଦ ଜବତ, ଜଣେ ଅଟକ । ସୋର ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଟାଟାସୁମରୁ ଚେ।ରା ମଦ ଜବତ କରିଛି ପେ।ଲିସ । ଏଥିରେ ଡ୍ରାଇଭର ଦୟାନିଧି ମାଲିକକୁ ଅଟକ ରଖି ପଚରାଉଚରା କରୁଛି ପେ।ଲିସ । ଡ୍ରାଇଭର ଦୟାନିଧିଙ୍କ ଘର କସବା ଅଞ୍ଚଳରେ । ପୁରୁଣା ବାଲେଶ୍ବରରୁ ଏହି ମଦ ଭଦ୍ରକ ଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.