ନୟାଗଡ଼ରୁ ୮୪ ବସ୍ତା ଭାଙ୍ଗ ଜବତ କରିଛି କଟକ ଅବକାରୀ ବିଭାଗ

Published By : Prameya-News7 Bureau | June 01, 2018 IST

କଟକ ଅବକାରୀ ବିଭାଗକୁ ସଫଳତା ନୟାଗଡ଼ ଓଡଗାଁ ଥାନା ରଗାଡ଼ିମଦ ପୋଲିସ ସାହିରୁ ୮୪ ବସ୍ତା ଭଙ୍ଗ ଜବତ ଜବତ ଭାଙ୍ଗର ଓଜନ ଆନୁମାନିକ ୪୦ କୁଇଣ୍ଟାଲ ସେହି ଗାଁର ମଞ୍ଜୁବାଳା ପାତ୍ରଙ୍କ ଘରର ଅଣ୍ଡର ଗ୍ରାଉଣ୍ଡରୁ ଭଙ୍ଗ ଜବତ କରାଯାଇଛି ସମ୍ପୃକ୍ତ ମହିଳା ମଞ୍ଜୁବାଳା ପାତ୍ରଙ୍କୁ ପୋଲିସ ଗିରଫ କରିବା ସହ ୩ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି ସମ୍ପୃକ୍ତ ମହିଳାଙ୍କ ଜ୍ୱାଇଁ ଫେରାର ଅଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.