ଦହିବରା ଆଳୁଦମ ଖାଇ ୬୦ରୁ ଅଧିକ ଅସୁସ୍ଥ
7/11/2019 at 10:21 PM

ନୟାଗଡ ୦୭।୧୧ – ଗଣିଆରେ ଦହିବରା ଆଳୁଦମ ଖାଇ ୬୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଗଣିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ପିଲା, ମହିଳା ଓ ବଡ ଲୋକ ଅଛନ୍ତି ।
ସମସ୍ତ ଲୋକ ଜଣେ ବୁଲାବିକାଳିଙ୍କ ଠାରୁ ଦହିବରା ଖାଇଥିବା ଜଣାପଡିଛି । ଖାଇବାର କିଛି ସମୟ ପରେ ଝାଡାବାନ୍ତି ସହ ମୁଣ୍ଡ ବୁଲାଇବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021