୬ବର୍ଷ ଶିଶୁକୁ ଦୁଷ୍କର୍ମ ପରେ ତଂଟି ଚିପି ହତ୍ୟା : ନା ମାନେ ନା
23/06/2018 at 11:26 AM

ବିବାହ ଉତ୍ସବକୁ ଯାଇଥିବା ବେଳେ ଜଣେ ଅଜଣା ବ୍ୟକ୍ତି ଦୁଷ୍କର୍ମ କରିଛି ୬ ବର୍ଷ ଶିଶୁକୁ | ପୁରା ଘଟଣା କୈଦ ହୋଇଛି ସିସିଟିଭିରେ | ମଧ୍ୟ ପ୍ରଦେଶ ଗୁଆଲିଅରରେ ଘଟିଛି ଏହିଭଳି ଘଟଣା | ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇବା ସହ ଅଭିଯୁକ୍ତକୁ ଖୋଜୁଛି |