Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

କରୋନା ଭାଇରସ୍ ୬ ପ୍ରକାର, ଜାଣି ପାରିଲେ ମୃତ୍ୟୁ ମୁଖରୁ ବଞ୍ଚି ପାରିବେ

18/07/2020 at 8:11 PM

ଭୁବନେଶ୍ଵର ୧୮।୦୭: ସାରା ବିଶ୍ଵ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା କରୋନା ଭାଇରସକୁ ନେଇ ବିଭିନ୍ନସ୍ତରରେ ରିସର୍ଚ୍ଚ ଜାରି ରହିଛି ।  ବିଭିନ୍ନ ଲକ୍ଷଣକୁ ଆଧାରରେ ବୈଜ୍ଞାନିକମାନେ କରୋନା ଭାଇରସ ୬ ପ୍ରକାରର ବୋଲି ଜାଣିବାକୁ ପାଇଛନ୍ତି । ତେବେ ଏହି ୬ପ୍ରକାର କରୋନା ଭାଇରସ ଆକ୍ରାନ୍ତଙ୍କ କ୍ଷେତ୍ରରେ ମୁଣ୍ଡବିନ୍ଧା ଏବଂ ବାସ୍ନାବାରିବାର କ୍ଷମତା ହରାଇବା ଭଳି ସମାନ ଲକ୍ଷଣ ଦେଖିବାକୁ ମିଳିଛି ।

ଭାଇରସର କ୍ୟାଟେଗୋରି ଜାଣିପାରିଲେ ହିଁ ଉଚିତ୍ ସମୟରେ ଉପଯୁକ୍ତ ଚିକି୍ତ୍ସା ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇପାରିବ । ଗବେଷଣାରୁ ଜଣାପଡ଼ିଛି କି ସବୁଠାରୁ କମ୍ ବିପଦ ସୃଷ୍ଟିକାରୀ ଭାଇରସରେ ଆକ୍ରାନ୍ତଙ୍କ କ୍ଷେତ୍ରରେ ଫ୍ଲୁ ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ ।

ଏଥିସହ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଜ୍ବର ମଧ୍ୟ ହୋଇପାରେ ।

ଥାର୍ଡ଼ କାଟାଗୋରି ବିଶିଷ୍ଟ ଭାଇରସ ଆକ୍ରାନ୍ତଙ୍କ ଠାରେ ଡାଇରିଆର ଲକ୍ଷଣ ମଧ୍ୟ ପ୍ରକାଶ ପାଇଥାଏ ।

ଚୁତୁର୍ଥ ପଞ୍ଚମ ଓ ଷଷ୍ଠ ପ୍ରକାର ଭାଇରସ ଆକାନ୍ତଙ୍କ ଠାରେ ଥକାପଣ, ଅନ୍ୟମନସ୍କ ହେବା, ନିଶ୍ବାସ ନେବାରେ କଷ୍ଟ ଅନୁଭବ ଭଳି ଲକ୍ଷଣ ସବୁଠାରୁ ଅଧିକ ହୋଇପାରେ ।

ତେବେ  ଏଭଳି ସମସ୍ତ କାଟାଗୋରିର କରୋନା ଭାଇରସ ସଂକ୍ରମିତଙ୍କ  କ୍ଷେତ୍ରରେ  ମୁଣ୍ଡବିନ୍ଦା ଓ ଏବଂ ବାସ୍ନା ବାରିବାରର କ୍ଷମତା ହରାଇବା ଭଳି ଲକ୍ଷଣ ପ୍ରାୟ ସମାନଭାବେ ଦେଖିବାକୁ ମିଳିଥାଏ ।

ତେବେ ଲକ୍ଷଣକୁ ନେଇ କରୋନା ଭାଇରସର ପ୍ରକାର ଭେଦ ଏବଂ ଏହାର ଚିକିତ୍ସା ପଦ୍ଧତି ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ଧରିବାକୁ ହେବ ।

   Related Posts