ସାରା ବିଶ୍ୱକୁ କରୋନା ଜାଲରେ ଫସାଇ ଚୀନ ଗୁପ୍ତରେ ବଢାଇ ଚାଲିଛି ନିଜର ଶକ୍ତି: ଆରମ୍ଭ କରିସାରିଛି ୬ଟି ସିକ୍ରେଟ୍ ମିଶନ୍, ଦେଖନ୍ତୁ ପ୍ରମାଣ

Published By : Prameya-News7 Bureau | May 12, 2020 IST

ବେଜିଂ, ୧୨|୦୫ :ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରୁଛି । ଅନେକ ଦେଶର ଲକଡାଉନ୍ ଜାରି ରହିଛି । ଏହା ମଧ୍ୟରେ କିନ୍ତୁ ଚୀନ ନିଜର ସିକ୍ରେଟ୍ ମିଶନ୍ ଆରମ୍ଭ କରିଛି । ସାରା ବିଶ୍ୱକୁ କରୋନା ଜାଲରେ ଫସାଇଥିବା ଚୀନ ଏହି ଘଡିସନ୍ଧି ମୁହୂର୍ତ୍ତରେ ସୁବିଧାବାଦୀ ନୀତି ଆପଣାଇଛି । ଏହି ସମୟରେ ଡ୍ରାଗନ୍ ପଡୋଶୀ ଦେଶ ଉପରେ ଲଢୁଆ ବିମାନ ଓ ହେଲିକପ୍ଟର ଉଡାଇବା ସହ ଏଭରେଷ୍ଟ ଉପରେ 5ଜି ଟେକ୍ନୋଲୋଜିକୁ ଇନଷ୍ଟଲ କରିଛି । ଆହୁରି ମଧ୍ୟ ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବା ରକେଟର ସଫଳ ପରୀକ୍ଷଣ କରିଛି । ଏପରିକି ଚୀନ ସୈନିକ କାଶ୍ମୀର ଓ ପାକିସ୍ତାନ-ଚୀନ ସୀମାରେ ନିଜର ଗତିବିଧି ବୃଦ୍ଧି କରିଛନ୍ତି । ଯାହାର ଅନେକ ପ୍ରମାଣ ମିଳିଛି ।  

ସର୍ବପ୍ରଥମେ ଚୀନ ମାର୍ଚ୍ଚ ୨୯ରେ ମିଲଟାରୀ ଡ୍ରିଲ୍ କରିଥିଲା । ଏଥିରେ ଜାପାନ ଓ ତାଇଓ୍ୱାନ ଅଧିକ ଚିନ୍ତିତ ହୋଇପଡିଥିଲେ । ଜାପାନ ଏହାକୁ ନଜରରେ ରଖି ଚୀନ ସଂଲଗ୍ନ ମିୟୋକୋଜିମା ଦ୍ୱୀପରେ ମିସାଇଲ ଓ ୩୪୦ରୁ ଅଧିକ ସୈନିକ ମୁତୟନ କରିଛି । ସେହିପରି ତାଇଓ୍ୱାନ ଏୟାରସ୍ପେସକୁ ଚୀନ ଫାଇଟର୍ ଜେଟ୍ ପଠାଇଥିଲା । ଏହାପରେ ତାଇଓ୍ୱାନର ବାୟୁସେନା ଚୀନ ବିମାନକୁ ଘଉଡାଇ ଦେଇଥିଲା ।

{"id":268949,"width":690,"height":510,"sizeSlug":"large"}

ଏପ୍ରିଲ ୧୧ରେ ଚୀନ ସାରା ବିଶ୍ୱ ସାମ୍ନାରେ ନିଜ ଶକ୍ତିର ପ୍ରଦର୍ଶନ କରିଥିଲା । ଚୀନ ନୌସେନା ରିୟଲାଷ୍ଟିକ୍ ମେରିଟାଇମ୍ ମିସାଇଲ ଅପରେସନରେ ଭାଗ ନେଇଥିଲା । ଏହି ଅଭ୍ୟାସରେ ଦକ୍ଷିଣ ଚୀନର ସମୁଦ୍ରବର୍ତ୍ତୀ ଅଞ୍ଚଳରେ ଡ୍ରାଗନ୍ ଗାଇଡେଡ୍ ମିସାଇଲ, ସୂଚାଙ୍ଗ ଯୁଦ୍ଧପୋତ ଉତକ୍ଷେପଣ କରିଥିଲା । ଏହାର ଫଟୋ ମଧ୍ୟ ସରକାରୀ ଖବରକାଗଜରେ ପ୍ରକାଶ ପାଇଛି ।

{"id":268947,"width":686,"height":507,"sizeSlug":"large"}

ସେହିପରି ମେ ୫ରେ ଚୀନ ନିଜର ମୁନ୍ ମିଶନ ପାଇଁ ରକେଟର ପରୀକ୍ଷଣ କରିଥିଲା । ଚୀନର ହେନାନ କ୍ଷେତ୍ରର ବେନଚାଙ୍ଗ୍ ଲଞ୍ଚ୍ ପ୍ୟାଡରୁ ଏହାକୁ ଉତକ୍ଷେପଣ କରାଯାଇଛି ।

wp:core-embed/twitter {"url":"https://twitter.com/AJ_FI/status/1257630753539739649?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1257630753539739649\u0026ref_url=https%3A%2F%2Faajtak.intoday.in%2Fgallery%2Famid-coronavirus-china-is-running-its-secret-mission-here-is-the-proof-tstr-1-50191.html","type":"rich","providerNameSlug":"twitter","className":""}
https://twitter.com/AJ_FI/status/1257630753539739649?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1257630753539739649&ref_url=https%3A%2F%2Faajtak.intoday.in%2Fgallery%2Famid-coronavirus-china-is-running-its-secret-mission-here-is-the-proof-tstr-1-50191.html
/wp:core-embed/twitter

ଚୀନ ମାଉଣ୍ଟ ଏଭରେଷ୍ଟରେ ୫ଜି ନେଟଓ୍ୱର୍କକୁ ସ୍ଥାପନ କରିଥିଲା । ଯାହାକୁ ନେଇ ବିଶେଷଜ୍ଞମାନେ ଚିନ୍ତିତ ହୋଇ ପଡିଛନ୍ତି । ଏହା ଜରିଆରେ ଚୀନ ଭାରତ ସମେତ ଅନ୍ୟ ପ଼ଡୋଶୀ ଦେଶ ଉପରେ ନଜର ରଖିବ । ଏହାକୁ ଚୀନ ସରକାର ଓ ହୁବେଇ କମ୍ପାନୀର ମିଳିତ ଉଦ୍ୟମରେ ପ୍ରତିଷ୍ଠା କରାଯାଇଛି ।

wp:core-embed/twitter {"url":"https://twitter.com/globaltimesnews/status/1252510484953272320?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1252510484953272320\u0026ref_url=https%3A%2F%2Faajtak.intoday.in%2Fgallery%2Famid-coronavirus-china-is-running-its-secret-mission-here-is-the-proof-tstr-1-50191.html","type":"rich","providerNameSlug":"twitter","className":""}
https://twitter.com/globaltimesnews/status/1252510484953272320?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1252510484953272320&ref_url=https%3A%2F%2Faajtak.intoday.in%2Fgallery%2Famid-coronavirus-china-is-running-its-secret-mission-here-is-the-proof-tstr-1-50191.html
/wp:core-embed/twitter

ଏବେ ଚୀନ ଭାରତର ଦକ୍ଷିଣ ଉପକୂଳରୁ ୬୮୪ କିମି ଦୂରରେ ମାଳଦ୍ୱୀପର ଏକ ଦ୍ୱୀପରେ ନିଜର ଦବଦବା ଜାହିର କରିଛି । ସେ ପ୍ରାକୃତିକ ଦ୍ୱୀପକୁ ତୀମ ଦ୍ୱୀପ କରୁଛି । ଏହାକୁ ସାମରିକ ଓ ଆର୍ଥିକ କ୍ଷେତ୍ରରେ ବିନିଯୋଗ କରାଯିବ ।

wp:core-embed/twitter {"url":"https://twitter.com/detresfa_/status/1259711974792810498?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1259711974792810498\u0026ref_url=https%3A%2F%2Faajtak.intoday.in%2Fgallery%2Famid-coronavirus-china-is-running-its-secret-mission-here-is-the-proof-tstr-1-50191.html","type":"rich","providerNameSlug":"twitter","className":""}
https://twitter.com/detresfa_/status/1259711974792810498?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1259711974792810498&ref_url=https%3A%2F%2Faajtak.intoday.in%2Fgallery%2Famid-coronavirus-china-is-running-its-secret-mission-here-is-the-proof-tstr-1-50191.html
/wp:core-embed/twitter

କେବଳ ଏତିକି ନୁହେଁ ମେ ୫ ଓ ୬ରେ ଲଦ୍ଦାଖର ପେଙ୍ଗାଙ୍ଗ୍ ସେକ୍ଟରରେ ଭାରତ  ଓ ଚୀନ ସୈନିକ ମୁହାଁମୁହିଁ  ହୋଇଥିଲେ ।  ଉଭୟ ପକ୍ଷ ମଧ୍ୟରେ ପଥର ମାଡ କରାଯାଇଥିଲା । ଏତିରେ କିଛି ଅଧିକାରୀ ଓ ସୈନିକ ଆହତ ହୋଇଥିଲେ ।

{"id":268948,"width":686,"height":507,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.