ଚେକ୍ ଗେଟରୁ ଟଙ୍କା ଲୁଟ ଘଟଣାରେ ୬ ଲୁଟେରା ଗିରଫ
24/07/2018 at 11:46 AM

ଗଞ୍ଜାମ ଖଲ୍ଲିକେ।ଟ ଗୋରାପଲ୍ଲୀ ଚେକ୍ ଗେଟରୁ ଟଙ୍କା ଲୁଟ ଘଟଣାର ପର୍ଦାଫାଶ । ୬ ଲୁଟେରାଙ୍କୁ ଗିରଫ କରିଛି ଖଲ୍ଲିକୋଟ୍ ପେ।ଲିସ । ସେମାନଙ୍କ ନିକଟରୁ ୧୦ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ୧୩ଟି ମେ।ବାଇଲ, ଗେ।ଟିଏ ଲାପଟପ, ଗେ।ଟିଲ ପିସ୍ତଲ ଓ ୩ଟି ଗୁଳି ଜବତ କରିଛି ପେ।ଲିସ । ଗତ ୨ ତାରିଖରେ ଗୋରାପଲ୍ଲୀ ଚେକ୍ ଗେଟରୁ 25ଲକ୍ଷ 30 ହଜାର ଟଙ୍କା ଲୁଟ୍ କରି ଲୁଟେରା ଫେରାର ହେ।ଇଯାଇଥିଲେ ।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021