Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଚେକ୍ ଗେଟରୁ ଟଙ୍କା ଲୁଟ ଘଟଣାରେ ୬ ଲୁଟେରା ଗିରଫ

24/07/2018 at 11:46 AM

ଗଞ୍ଜାମ ଖଲ୍ଲିକେ।ଟ ଗୋରାପଲ୍ଲୀ ଚେକ୍ ଗେଟରୁ ଟଙ୍କା ଲୁଟ ଘଟଣାର ପର୍ଦାଫାଶ । ୬ ଲୁଟେରାଙ୍କୁ ଗିରଫ କରିଛି ଖଲ୍ଲିକୋଟ୍ ପେ।ଲିସ । ସେମାନଙ୍କ ନିକଟରୁ ୧୦ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ୧୩ଟି ମେ।ବାଇଲ, ଗେ।ଟିଏ ଲାପଟପ, ଗେ।ଟିଲ ପିସ୍ତଲ ଓ ୩ଟି ଗୁଳି ଜବତ କରିଛି ପେ।ଲିସ । ଗତ ୨ ତାରିଖରେ ଗୋରାପଲ୍ଲୀ ଚେକ୍ ଗେଟରୁ 25ଲକ୍ଷ 30 ହଜାର ଟଙ୍କା ଲୁଟ୍ କରି ଲୁଟେରା ଫେରାର ହେ।ଇଯାଇଥିଲେ ।

   Related Posts