Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ବାପା-ପୁଅଙ୍କୁ ଆକ୍ରମଣ କରି ୬ଲକ୍ଷ ଟଙ୍କା ଲୁଟ୍ !

9/01/2020 at 7:34 PM

କଳାହାଣ୍ଡି ୦୯।୦୧: ଟଙ୍କା ନେଇ ଫେରୁଥିବା ସମୟରେ ଲୁଟ୍‌ । କଳାହାଣ୍ଡି ଜୁନାଗଡ ବୋରାଗୁଡା ଅଞ୍ଚଳରେ ଲୁଟ୍‌ର ଅଭିଯୋଗ ଆସିଛି । ବାପା-ପୁଅକୁ ଆକ୍ରମଣ କରି ୬ଲକ୍ଷ ଟଙ୍କା ଲୁଟ୍‌ ନେଇଛନ୍ତି ଦୁର୍ବୃତ୍ତ । ବାପା ଓ ପୁଅ ଗୁରୁତର ଅବସ୍ଥାରେ ଜୁନାଗଡ ମେଡିକାଲରେ ଭର୍ତ୍ତି । ଘଟଣାସ୍ଥଳରେ ପୋଲିସର ଛାନଭିନ୍ ଜାରି   

   Related Posts