Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କୋଇଡା ଛକରୁ ଏକ ଗାଡିରୁ ୬ ଲକ୍ଷ ୭୦ ହଜାର ଟଙ୍କା ଜବତ

30/03/2019 at 9:51 AM

ବଣାଇ ୩୦|୩ : ସୁନ୍ଦରଗଡ ଜିଲ୍ଲା ବଣାଇ କୋଇଡା ଛକରୁ ୬ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି । ଫ୍ଲାଇଙ୍ଗ୍ ସ୍କ୍ବାର୍ଡ ପକ୍ଷରୁ ବିଭିନ୍ନ ଗାଡି ଯାଞ୍ଚ ବେଳେ ଏହି ଟଙ୍କା ଜବତ କରାଯାଇଛି । ଟଙ୍କା ଜବତ କରିବା ସହିତ ଟଙ୍କା କିଏ କେଉଁଠାକୁ ନେଉଥିଲା ସେ ନେଇ ମଧ୍ୟ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ କାର୍ ଉପରେ ଚଢାଉ କରି ଫ୍ଲାଇଂ ସ୍କ୍ବାର୍ଡ ୩୫ଲକ୍ଷ ୩୬ହଜାର ଟଙ୍କା ଜବତ କରିଥିଲା । ସେହିପରି ରାଉରକେଲାର ୨ଟି ସ୍ଥାନରୁ ୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଥିଲା । ରାୟଗଡାର ଚାନ୍ଦିଲି ଥାନା ଅନ୍ତର୍ଗତ କତାପେଟା ଅଂଚଳରୁ ଏକ ଇଣ୍ଡିଗୋ କାରରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା ।

   Related Posts