ବୋଲେରୋକୁ ଧକ୍କା ଦେଲା ପତ୍ର ବୋଝେଇ ଟ୍ରକ: ୬ ଆହତ

Published By : Prameya-News7 Bureau | January 23, 2020 IST

ସୋର୨୩/୧: ରାତି ଦେଢଟାରେ ସୋର ଥାନା ୧୬ନଂ ଜାତୀୟ ରାଜପଥ ଛଅପୋଲିଆ ଠାରେ ଘଟିଛି ଦୁର୍ଘଟଣା। ସୋର ଟ୍ରେଜେରୀ କଲୋନୀ କୁ ଫେରୁଥିବା ବରଯାତ୍ରୀମାନେ ଦୁର୍ଘଟଣାରେ ଶିକାର ହୋଇଛନ୍ତି।

{"id":214881,"sizeSlug":"large"}

ଗୁରୁତରମାନଙ୍କୁ ସୋର ଡାକ୍ତରଖାନାରୁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ସ୍ଥଳରୁ ଆହତମାନଙ୍କୁ ସୋର ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

{"id":214882,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.