ଦୀପାବଳିରେ ଅଘଟଣ : ସ୍କୁଟିରେ ବାଣ ନେଇ ଯାଉଥିବାବେଳେ ବିସ୍ଫୋରଣ ଘଟି ୬ ଜଣ ଆହତ
28/10/2019 at 9:17 AM

ଭୁବନେଶ୍ବର ୨୮/୧୦: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ନୂଆପାଟଣାରେ ଅଘଟଣ ଘଟିଛି । ସ୍କୁଟିରେ ବାଣ ନେଇ ଯାଉଥିବାବେଳେ ବିସ୍ଫୋରଣ ଘଟି ୬ ଜଣ ଆହତ ହୋଇଛନ୍ତି ।

ସମସ୍ତ ଗୁରୁତର କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ସ୍କୁଟି ଡିକିରେ ଶୂନ୍ୟଫୋଟକା ନେଇ ଯାଉଥିବା ବେଳେ ବିସ୍ପୋରଣ ଘଟିଛି । ସ୍କୁଟିରେ ଥିବା ଦୁଇ ଜଣ ଏବଂ ନିକଟରେ ଥିବା ଅନ୍ୟ ଚାରି ଜଣ ଗୁରୁତର ହୋଇଛନ୍ତି ।

Related Posts
୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ
18 January 2021
୨ୟ ଦିନରେ ଟିକାକରଣ, ୩୮୦ ସେସନ୍ରେ ୩୧ ହଜାର ୯୦୨ ଜଣଙ୍କୁ ଦିଆଯିବ ଭାକିସନ୍
18 January 2021