Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଲୋଭ ଦେଖାଇ ଯୁବତୀଙ୍କୁ ବାହାର ରାଜ୍ୟକୁ ନେଇ ଯାଉଥିଲା ଦଲାଲ୍‌, ଧରିପକାଇଲା ପୋଲସ୍‌, ତାପରେ…

20/10/2021 at 10:35 PM

ରାଉରକେଲା, ୨୦/୧୦: ୩ ଯୁବତୀଙ୍କ ସହ ୬ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ରାଉରକେଲା  ନୂଆଁ ବସଷ୍ଟାଣ୍ଡରୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡାକୁ ଦଲାଲ ନେଉଥିଲା ବେଳେ ଉଦ୍ଧାର କଲା ନୂଆଁ ବସ ଷ୍ଟାଣ୍ଡ ପୋଲିସ ଫାଣ୍ଡି ।  

ଭଲ ରୋଜଗାର ପ୍ରଲୋଭନ ଦେଖାଇ ସେମାନଙ୍କୁ ଦଲାଲ୍‌ ନେଇ ଯାଉଥିଲା ।ଉଦ୍ଧାର ସମସ୍ତ ନାବାଳିକା ଓ ଯୁବତୀ ବଣେଇ ଏବଂ କୋଇଡା ଅଂଚଳର ।ଉଦ୍ଧାର ଯୁବତୀ ସହ ସମସ୍ତ ନାବାଳିକା ପୋଲିସ ହେପାଜତରେ ଅଛନ୍ତି ।ଦୁଇ ଦଲାଲଙ୍କୁ ପୋଲିସ୍‌ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି ।

   Related Posts