ଡକାୟତି ଯୋଜନା ପଣ୍ଡ : ସୁନ୍ଦରଗଡ ପୋଲିସ ଦ୍ବାରା ୬ ଡକାୟତ ଗିରଫ

Published By : Prameya-News7 Bureau | August 07, 2019 IST

ସୁନ୍ଦରଗଡ ୭|୮:  ସୁନ୍ଦରଗଡରେ ୬ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଡକାୟତି ଯୋଜନା କରୁଥିବା ବେଳେ ଡକାୟତଙ୍କୁ ଗିରଫ କରିଛି ପୋଲିସ । ନାଇଟ୍ ପାଟ୍ରୋଲିଂ କରୁଥିବା ବେଳେ ଡକାୟତଙ୍କୁ ଧରିଲା ସୁନ୍ଦରଗଡ ପୋଲିସ ।

{"id":141800}

ଡକାୟତମାନେ ଟ୍ରକ୍ ଡ୍ରାଇଭରଙ୍କଠାରୁ ଟଙ୍କା, ମୋବାଇଲ ଲୁଟ୍‌ କରୁଥିଲେ । ସେମାନଙ୍କ ନିକଟରୁ ଭୁଜାଲି, ଛୁରୀ, ବାଇକ୍, ମୋବାଇଲ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.