Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ଭଡ଼ାଘରେ ଚାଲୁଥିଲା ସେକ୍ସ ରାକେଟ : ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର ହେଲେ ୨ଯୁବକ ଏବଂ ୩ଯୁବତୀ

28/08/2019 at 3:06 PM

ଲୁଧିଆନା ୨୮/୮: ସମରାଲା ଛକ ନିକଟସ୍ଥ ନରିନ୍ଦ୍ର ନଗର ଅଞ୍ଚଳରେ ପୋଲିସ୍ ଦେହ ବ୍ୟବସାୟ ଚଳାଉଥିବା ଜଣେ ମହିଳା ଦଲାଲ ସହ ୬ଜଣଙ୍କୁ ଗିରଫ କରିଛି। ପୋଲିସ୍ ଚଢ଼ଉ ପରେ ଏହି ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଘଟଣାସ୍ଥଳରୁ ପୋଲିସ୍ ଆପତ୍ତିଜନକ ଜିନିଷ ଜବତ କରିଛି।

ସେକ୍ସ ରାକେଟରେ ମହିଳା ଦଲାଲ ମିନାକ୍ଷୀ ,ପୂଜା ଏବଂ ରିକ୍କିକୁ ପୋଲିସ୍ ଗିରଫ କରିଛି। ବିଜୟ,ସଞ୍ଜୟ ଏବଂ ରାକେଶ ନାମକ ଗ୍ରାହକଙ୍କୁ ପୋଲିସ୍ ଗିରଫ କରିଛି। ଥାନା ମୁଖ୍ୟଙ୍କ କହିବାନୁସାରେ ପୋଲିସକୁ ସୂଚନା ମିଳିଥିଲା ଯେ ଏହି ମହିଳା ଦଲାଲ ଭଡ଼ାଘରେ ଦେହ ବ୍ୟବସାୟ ଚଳାଇଥିଲେ। ପୋଲିସ୍ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଇମାରେଲ ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି। ଅଭିଯୁକ୍ତମାନଙ୍କୁ ଜେଲ୍ ପଠାଇଦିଆଯାଇଛି।

 ଉକ୍ତ ମହିଳା ଦଲାଲ ୨ମାସ ହେବ ଭଡ଼ାଘରେ ରହୁଥିଲେ। ଯାଞ୍ଚ କରିବାରୁ ଜଣା ପଡ଼ିଥିଲା ଯେ ମିନାକ୍ଷୀ ଦେହ ବ୍ୟବସାୟ କରିବା ପାଇଁ ପ୍ରତି ୨/୩ମାସରେ ଘର ବଦଳୁଥିଲା। ଯେଉଁ ଯୁବତୀଙ୍କୁ ସେକ୍ସ କରିବା ପରେ ନଗଦ ମିଳୁଥିଲା ତାହାର ଅଧା ଟଙ୍କା ମିନାକ୍ଷୀ ରଖୁଥିଲା।

   Related Posts