Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଓଡିଶାରୁ ସୁରଟ୍ ଯାଉଥିଲା ପ୍ରାୟ ଦେଢ଼ କ୍ବିଇଣ୍ଟାଲ ଗଞ୍ଜେଇ: ୬ ଗିରଫ

12/10/2020 at 9:17 PM

ସାନଖେମୁଣ୍ଡି୧୨/୧୦: ଆସିକା ପୋଲିସକୁ ମିଳିଛି ବଡ଼ ସଫଳତା। ଦିନ ୧୧ଟା ବେଳେ ଶହ ଶହ ଲୋକଙ୍କ ସାମ୍ନାରେ ବସ ଯୋଗେ ଆସିକା ବସଷ୍ଟାଣ୍ଡରରୁ ୧୩୪ କିଲୋ ଗଞ୍ଜେଇ ନେଇ ୬ ଜଣ ଯୁବକ ମୋହନାରୁ ଭାୟା ଭୁବନେଶ୍ୱର ଦେଇ ସୁରାଟ ଯାଉଥିଲେ। ସେହି ସମୟରେ ଆସିକା ପୋଲିସ ସେମାନଙ୍କୁ କାବୁ କରିଛି। ପୋଲିସ ପେଟ୍ରୋଲିଂ କରିବା ବେଳେ ଦୁର୍ବତ୍ତମାନେ ଧରା ପଡିଥିଲେ।

   Related Posts