Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ହଷ୍ଟେଲରୁ ଫ୍ୟାନ୍ ଚୋରି ଅଭିଯୋଗରେ ୬ ଗିରଫ

9/06/2020 at 3:49 PM

ପାଟଣା, ୦୯|୦୬:  କେନ୍ଦୁଝର ଜିଲ୍ଲା ପାଟଣା ପୋଲିସ ୬ ଜଣ ଯୁବକଙ୍କୁ ଫ୍ୟାନ ଚୋରି ଅଭିଯୋଗରେ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୬ ଜଣ ହେଲେ ପାଟଣା ଥାନା ଗୋରାଣ୍ଡିଯୋଡି ଗ୍ରାମର ମନୋଜ ବେହେରା(୨୩), ଜିତେନ୍ଦ୍ର ବେହେରା(୧୯), କୁନା ବେହେରା(୨୮), ପିଣ୍ଟୁ ବେହେରା(୨୩), ଜଗନ୍ନାଥ ବେହେରା (୧୯) ଓ ସନ୍ତୋଷ ବେହେରା (୩୫)

 ସୂଚନାନୁସାରେ, ଗତ ୨ ତାରିଖ ରାତି ଗୋରାଣ୍ଡିଯୋଡି ସ୍ଥିତ କସ୍ତୁରିବା ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରୁ ଗ୍ରୀଲ ଭାଙ୍ଗି ୧୧ଟି ଫ୍ୟାନ ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ହଷ୍ଟେଲ ମେଟ୍ରୋନ ଫୁଲମଣି ମହାନ୍ତ ଗତକାଲି ଅଭିଯୋଗ କରିବା ପରେ ପୋଲିସ ଗୋରାଣ୍ଡିଯୋଡି ଗ୍ରାମରେ ଚଢ଼ାଉ କରି ୧୦ ଟି ଫ୍ୟାନ ଜବତ କରି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  

   Related Posts