ଏସସିବିରେ 5-T ସଚିବ ଭି.କେ. ପାଣ୍ଡିଆନ, ସ୍ବାସ୍ଥ୍ୟସେବା ଓ ଭିତ୍ତିଭୂମିର କଲେ ଅନୁଧ୍ୟାନ

Published By : Prameya-News7 Bureau | November 06, 2019 IST

କଟକ ।୧୧: କଟକ ଏସସିବି ମେଡିକାଲରେ 5-T ସଚିବ ଭି.କେ. ପାଣ୍ଡିଆନ । ଆଜି ଭୋର ୪ଟା ସମୟରେ 5-T ସଚିବ ଏସସିବିକୁ ଗସ୍ତ କରିଥିଲେ । 5-T ସଚିବଙ୍କ ସମେତ ସଚିବ କ୍ରୀଷନକୁମାର, ସ୍ବାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ଓ ଏନ.ଆର.ଏଚ.ଏମ ସାଲିନ ପଣ୍ଡିତ ମଧ୍ୟ ଏସସିବି ଗସ୍ତ କରିଛନ୍ତି ।

{"id":179723}

ପ୍ରଥମେ ଏସସିବିର ଜରୁରୀକାଳୀନ ବିଭାଗରେ ପହଞ୍ଚିଥିଲେ । ଏହାପରେ ଏସସିବିକୁ ଥିବା ରାସ୍ତା ଓ ପଡିଆକୁ ବୁଲି ଭିତ୍ତିଭୂମି ଓ ଚିକିତ୍ସା ବ୍ୟବସ୍ଥାର ଯାଞ୍ଚ କରିଥିଲେ । ଏହାପରେ ଏସସିବିର ବିଭିନ୍ନ କର୍ତ୍ତୃପକ୍ଷଙ୍କୁ ନେଇ ପ୍ରିନ୍ସପାଲ ଅଫିସ ପରିସରରେ ଏକ ବୈଠକ ହୋଇଥିଲା । ମେଡିକାଲର ଭିତ୍ତିଭୂମିର ଉନ୍ନତି ଲାଗି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

{"id":179724}

ତେବେ ଆଜି ଅପରାହ୍ନରେ ଭୁବନେଶ୍ବରରେ ଏସସିବି ସମ୍ପର୍କୀତ ବୈଠକ ହେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.