ସୋନପୁର ଓ ବଲାଙ୍ଗୀର ଜିଲ୍ଲା ଗ୍ରସ୍ତରେ ୫ଟି ସଚିବ
7/11/2019 at 12:43 PM

ସୋନପୁର ୭।୧୧: ଆଜି 5-T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ସୋନପୁର ଓ ବଲାଙ୍ଗୀର ଜିଲ୍ଲା ଗ୍ରସ୍ତ କରିଛନ୍ତି । ଗସ୍ତ ସମୟରେ ଜିଲ୍ଲା ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି 5-T ସଚିବ ।

ଚିକିତ୍ସାଳୟରେ ବିଭିନ୍ନ ଓ୍ୱାର୍ଡ ବୁଲିବା ସହ ରୋଗୀ ସେବାରେ ଉପୁଜୁଥିବା ବିଭିନ୍ନ ସମସ୍ୟା ନେଇ ମେଡିକାଲ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।ରାଜ୍ୟ ସରକାରଙ୍କ ଅନୁଦାନରେ ଚାଲିଥିବା ବିଭିନ୍ନ ଉନ୍ନୟନ କାମର ତଦାରଖ ମଧ୍ୟ କରିଥିଲେ । NRHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ , ସି.ଡି.ଏମ ଓ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହି ଥିଲେ ।
Related Posts
ଛାତ୍ରୀଙ୍କୁ ଟଣା-ଓଟରା କରୁଥିଲେ, ନିସ୍ତୁକ ପିଟିଲେ ଝିଅଘର ଲୋକ
16 April 2021