ଗାଁ ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ

Published By : Prameya-News7 Bureau | January 26, 2020 IST

ପୁରୀ୨୬/୧: ପୁରୀ ସତ୍ୟବାଦୀ ସୁଆଣ୍ଡୋ ଗାଁ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ 5T  ସଚିବ ଭି.କେ ପାଣ୍ଡିଆନ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟିର ବିକାଶ ନେଇ ଅନୁଧ୍ୟାନ କରିଛନ୍ତି । ଗୋପବନ୍ଧୁଙ୍କ ଜନ୍ମସ୍ଥାନ ମଧ୍ୟ ବୁଲି ଦେଖିଛନ୍ତି  5Tଟି ସଚିବ । ତାଙ୍କ ସହିତ ପୁରୀ ଜିଲ୍ଲାପାଳ ମଧ୍ୟ ସୁଆଣ୍ଡୋ ପରିଦର୍ଶନ କରିଛନ୍ତି ।

ବିଶେଷକରି ସୁଆଣ୍ଡୋର ବିକାଶ ନେଇ ବିଭିନ୍ନ ସମୟରେ ଦାବୀ ହୋଇ ଆସୁଥିବା ବେଳେ 5T ସଚିବଙ୍କର ସୁଆଣ୍ଡୋକୁ ଅଚାନକ ଗସ୍ତ ସୁଆଣ୍ଡୋ ବାସୀଙ୍କ ମନରେ ଆଶା ସଂଞ୍ଚାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.