Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

୫ ଫୁଟରୁ ଉର୍ଦ୍ଧ୍ବ ଲମ୍ବର ଗୋଖର ସାପ ଉଦ୍ଧାର , ବନ ବିଭାଗକୁ ହସ୍ତାନ୍ତର

3/09/2019 at 4:19 PM

ନିଶ୍ଚିନ୍ତକୋଇଲି୩|୯ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ତେନ୍ତଲପୁର ଗାଁ ର ପ୍ରଭାକର ମହାନ୍ତିଙ୍କ ଘରୁ ଏକ ୫ ଫୁଟ୍ ରୁ ଉର୍ଦ୍ଧ୍ବ ଲମ୍ବର ଗୋଖର ସାପ ସ୍ନେକ୍ ହେଲ୍ପଲାଇନ ଦ୍ଵାରା ଉଦ୍ଧାର କରାଯାଇଛି।ଭୋରୁ ଭୋରୁ ଘର ଭିତରକୁ ଏକ ଗୋଖର ସାପ ପସି ଆସିବା ହେତୁ ପରିବାର ଏବଂ ଆଖପାଖ ଲୋକେ ଭୟଭୀତ ହୋଇ ପୂଜାର୍ଚ୍ଚନା କରିଥିଲେ ।  

ପରେ ମାହାଙ୍ଗା ସ୍ନେକ୍ ହେଲ୍ପଲାଇନକୁ ଖବର ଦେବାରୁ ସେମାନେ ଘର ଭିତରୁ ସାପଟିକୁ ଉଦ୍ଧାର କରି ଚଣ୍ଡିଖୋଲ ବନବିଭାଗକୁ ହସ୍ତାନ୍ତର କରିଥିବା ସ୍ନେକ୍ ହେଲ୍ପଲାଇନ ସଦସ୍ୟ ପ୍ରଦୋଷ ଜେନା ସୂଚନା ଦେଇଛନ୍ତି।

   Related Posts